ମୌସମୀ ରେ ହେଲା ବଡ ଧରଣର ପରିବର୍ତ୍ତନ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ କିଛି ଜିଲ୍ଲା ରେ ଅଳ୍ପ ଧରଣ ର ବର୍ଷା ହୋଇଛି , ସେହି ଜିଲ୍ଲା ଗୁଡ଼ିକ ହେଲା ଯେ ମୟୂରଭଞ୍ଜ,କେନ୍ଦୁଝର,ଝାରସୁଗୁଡ଼ା,ବରଗଡ଼,କନ୍ଧମାଳ, କୋରାପୁଟ । ତେବେ ବନ୍ଧୁଗଣ ସବୁଠୁ ଅଧିକ ବର୍ଷା ହୋଇଛି କନ୍ଧମାଳ ଓ ଫୁଲବାଣୀ ରେ ଯାହା ୪୭.୮ କିମି ।ଏହା ସହ ଫୁଲବାଣୀ ରେ ଅଳ୍ପ ଧରଣ ର ବର୍ଷା ହୋଇଛି ।


ତେବେ ବନ୍ଧୁଗଣ ସର୍ବାଧିକ ତାପମାତ୍ରା ୪୧.୦ ବୌଦ୍ଧ ରେ ଥିଲା । ୪୦ ଡ଼ିଗ୍ରୀ ଥିଲା ଅନୁଗୁଳ , ସୋନପୁର ୪୦.୭ ଓ ବାରିପଦା ୪୦.୪ । ତେବେ ଭୁବନେଶ୍ୱର ଥିଲା ୩୨.୭ ଡିଗ୍ରୀ ଥିଲା । ସ୍ୱାଭାବିକ ଭାବେ ତାପମାତ୍ରା ବଢୁଛି । କିଛି ଜିଲ୍ଲା ରେ ୨ ଡିଗ୍ରୀ ଅଧିକ ତାପମାତ୍ରା ହୋଇଥିବା ସମୟ ରେ ଆଉ କିଛି ଜିଲ୍ଲା ରେ ୪ ଡିଗ୍ରୀ ରୁ ଅଧିକ ରହିଛି ।ତେବେ ବନ୍ଧୁଗଣ ଆଗାମୀ ଦିଣମାନ ଙ୍କ ରେ କିଛି ଜିଲ୍ଲା ରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।


ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟ ରେ କିଛି ଜିଲ୍ଲା ରେ ବର୍ଷା ହେବା ର ସମ୍ଭାବନା ରହିଛି ଓ ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା,ଗଜପତି, କନ୍ଧମାଳ,ନବରଙ୍ଗପୁର,ଗଞ୍ଜାମ,କେନ୍ଦୁଝର,ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ରେ । ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ,ନବରଙ୍ଗପୁର,କେନ୍ଦୁଝର,ମୟୂରଭଞ୍ଜ ।


ତେବେ ଗତକାଲି ଝଡ ବର୍ଷା ହେବା ସହ ଗୋଟିଏ ଦୁଇ ଟି ଜାଗା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୧,୧୨,୧୩ ତାରିଖ ରେ ସାଉଥ୍ ଜିଲ୍ଲା ଓ କୋଷ୍ଟେଲ ଜିଲ୍ଲା ଗୁଡ଼ିକ ରେ ଗୋଟିଏ ଦୁଇ ଟି ଜାଗା ରେ ବର୍ଷା ହେବ ।ତାପମାତ୍ରା କୌଣସି ପରିବର୍ତ୍ତନ ହେବ ନାହିଁ ଆଗାମୀ ଦିନ ମାନ ଙ୍କ ରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.