ଦର୍ଶକ ବନ୍ଧୁ ଓଡିଆ ଚଳଚିତ୍ର ଭଳି ଓଡିଆ ଯାତ୍ରା ଜଗତ ମଧ୍ୟ ସମସ୍ତ ମନ ରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଛି , ଦର୍ଶକ ମାନେ ଯାତ୍ରା ଜଗତ କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଓ ସେଥିପାଇଁ ତ ଆଜି ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ସୃଷ୍ଟି ହୋଇଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।
ତେବେ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଅଭିନୟ ଜଗତ ବହୁତ ଆଗ କୁ ଯାଉଛି ଓ ଦର୍ଶକ ମାନେ ମଧ୍ୟ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ବହୁ ଅଭିନେତା ଓ ଅଭିନେତ୍ରୀ ଅଛତି ଯେଉଁ ମାନ ଙ୍କୁ ସେମାନ ଙ୍କ ଅଭିନୟ ଆଜି ବେସ ଲୋକ ପରିଚିତ କରାଇ ପାରିଛି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦର୍ଶକ ମାନେ ଯାତ୍ରା ଜଗତ କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଓ ସେଥିପାଇଁ ତ ଚଳଚିତ୍ର ଓ ଧାରାବାହିକ ରେ ଅଭିନେୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଯାତ୍ରା ଜଗତ ରେ ଅଭିନୟ କରିବା ଆରମ୍ଭ କରୁଛନ୍ତି । ତେବେ କହିବା କୁ ଗଲେ ବର୍ତ୍ତମାନ ସମୟ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରି ବେସ ନାମ ଅର୍ଜନ କରି ସାରିଛନ୍ତି ।
ତାହେଲେ ବନ୍ଧୁଗଣ କେବଳ ଓଡିଆ ଚଳଚିତ୍ର ଦୁନିଆ ରୁ ଯାତ୍ରା ଜଗତ କୁ ଅଭିନୟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନେ ଆସିଛନ୍ତି ତାହା ନୁହେଁ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଯାତ୍ରା ଜଗତ ରେ ଅଭିନୟ କରି ବେସ ଲୋକ ପ୍ରିୟ ହେବା ପରେ ଚଳଚିତ୍ର ଦୁନିଆ ରେ ପାଦ ଥାପି ଛନ୍ତି । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ କିଏ ଚଳଚିତ୍ର ରେ ଅଭିନୟ କରି ବେସ ଲୋକ ପ୍ରିୟ ତ ଆଉ କିଏ ଯାତ୍ରା ଜଗତ ରେ ଅଭିନୟ କରି ।
ତେବେ ବନ୍ଧୁଗଣ ଯାତ୍ରା ଜଗତ ସମସ୍ତ ଙ୍କ ପ୍ରିୟ ହେବା ର କାରଣ ଏହା ଲୋକ ମାନ ଙ୍କ ପାଖ କୁ ଆସିଥାଏ , ତେବେ ଚଳଚିତ୍ର ରେ ଆମେ ମାନେ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଅଭିନୟ ପରଦା ରେ ଦେଖିଥାଉ କିନ୍ତୁ ଯାତ୍ରା ଜଗତ ରେ ଆମେ ସମସ୍ତେ ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନ ଙ୍କ ସାମ୍ନା ରେ ଅଭିନୟ କରିଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଶା ରେ ଅନେକ ପାର୍ଟି ଅଛି ଓ ଏହି ସମସ୍ତ ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ॥
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।