ଯାତ୍ରା ପାର୍ଟିରେ କିପରି ଭାବେ ଯାତ୍ରାର ଷ୍ଟେଜ ସଜ୍ଜା ହୋଇଥାଏ, ମଞ୍ଚରେ କିପରି ଲାଇଟ ଫିଟିଙ୍ଗ ହୋଇଥାଏ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଓଡିଆ ଚଳଚିତ୍ର ଭଳି ଓଡିଆ ଯାତ୍ରା ଜଗତ ମଧ୍ୟ ସମସ୍ତ ମନ ରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଛି , ଦର୍ଶକ ମାନେ ଯାତ୍ରା ଜଗତ କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଓ ସେଥିପାଇଁ ତ ଆଜି ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ସୃଷ୍ଟି ହୋଇଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ତେବେ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଅଭିନୟ ଜଗତ ବହୁତ ଆଗ କୁ ଯାଉଛି ଓ ଦର୍ଶକ ମାନେ ମଧ୍ୟ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ବହୁ ଅଭିନେତା ଓ ଅଭିନେତ୍ରୀ ଅଛତି ଯେଉଁ ମାନ ଙ୍କୁ ସେମାନ ଙ୍କ ଅଭିନୟ ଆଜି ବେସ ଲୋକ ପରିଚିତ କରାଇ ପାରିଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦର୍ଶକ ମାନେ ଯାତ୍ରା ଜଗତ କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଓ ସେଥିପାଇଁ ତ ଚଳଚିତ୍ର ଓ ଧାରାବାହିକ ରେ ଅଭିନେୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଯାତ୍ରା ଜଗତ ରେ ଅଭିନୟ କରିବା ଆରମ୍ଭ କରୁଛନ୍ତି । ତେବେ କହିବା କୁ ଗଲେ ବର୍ତ୍ତମାନ ସମୟ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରି ବେସ ନାମ ଅର୍ଜନ କରି ସାରିଛନ୍ତି ।

ତାହେଲେ ବନ୍ଧୁଗଣ କେବଳ ଓଡିଆ ଚଳଚିତ୍ର ଦୁନିଆ ରୁ ଯାତ୍ରା ଜଗତ କୁ ଅଭିନୟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନେ ଆସିଛନ୍ତି ତାହା ନୁହେଁ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଯାତ୍ରା ଜଗତ ରେ ଅଭିନୟ କରି ବେସ ଲୋକ ପ୍ରିୟ ହେବା ପରେ ଚଳଚିତ୍ର ଦୁନିଆ ରେ ପାଦ ଥାପି ଛନ୍ତି । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ କିଏ ଚଳଚିତ୍ର ରେ ଅଭିନୟ କରି ବେସ ଲୋକ ପ୍ରିୟ ତ ଆଉ କିଏ ଯାତ୍ରା ଜଗତ ରେ ଅଭିନୟ କରି ।

ତେବେ ବନ୍ଧୁଗଣ ଯାତ୍ରା ଜଗତ ସମସ୍ତ ଙ୍କ ପ୍ରିୟ ହେବା ର କାରଣ ଏହା ଲୋକ ମାନ ଙ୍କ ପାଖ କୁ ଆସିଥାଏ , ତେବେ ଚଳଚିତ୍ର ରେ ଆମେ ମାନେ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଅଭିନୟ ପରଦା ରେ ଦେଖିଥାଉ କିନ୍ତୁ ଯାତ୍ରା ଜଗତ ରେ ଆମେ ସମସ୍ତେ ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନ ଙ୍କ ସାମ୍ନା ରେ ଅଭିନୟ କରିଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଶା ରେ ଅନେକ ପାର୍ଟି ଅଛି ଓ ଏହି ସମସ୍ତ ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.