ସୁମିତଙ୍କ (Sumit) ମନ ପରିବର୍ତ୍ତନ ହେଉଛି, କହିଲେ ତପସ୍ଵିନୀ (Tapaswini) ଆମ ଘରର ସଦସ୍ୟ! ଆଗକୁ ମିଶିବେ ! – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି 4 ମାସ ତଳେ ଡାକ୍ତର ସୁମିତ ଓ ତପସ୍ଵିନୀ ଙ୍କ ବିବାଦ ବେସ ଚର୍ଚ୍ଚା ରେ ଥିଲା । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ବିବାଦ ବିଷୟ ରେ ଭଲ ଭାବ ରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟ ରେ ଉଭୟ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ସୁମିତ ଓ ତପସ୍ଵିନୀ କୋର୍ଟ ରେ ହଜାର ହୋଇଥିଲେ କାଉନ୍ସିଲିଂ ପାଇଁ ।

ତେବେ ବନ୍ଧୁଗଣ ଉଭୟ କାଉନ୍ସିଲିଂ ପ୍ରାୟ 3 ଘଣ୍ଟା ହୋଇଥିଲା , ତେବେ ସୁମିତ ଓ ତପସ୍ଵିନୀ କୋର୍ଟ ଯାଇଥିଲେ ସେମାନ ଙ୍କ ଆଡ୍ଭୋକେଟ ସହିତ । ତେବେ ବନ୍ଧୁଗଣ ବନ୍ଧୁଗଣ କାଉନ୍ସିଲିଂ ହେବା ପରେ ସୁମିତ ଗଣ ମାଧ୍ୟମ ନିକଟ ରେ କଣ ପ୍ରତିକ୍ରିୟା ରଖିଛନ୍ତି ଜାଣିବା । ତେବେ ବନ୍ଧୁଗଣ ସୁମିତ କହିଛନ୍ତି କାଉନ୍ସିଲିଂ ଥିଲା ଓ କୋର୍ଟ ସମ୍ମାନ ଦେଇ ମୁଁ ଆସିଛି ।

ତେବେ କାଉନ୍ସିଲିଂ ଉଭୟ ପକ୍ଷ ରୁ ହୋଇଥିଲା ଓ ଆଗାମୀ ଦିନ ମାନ ଙ୍କ ରେ ଆଉ ଏକ ତାରିଖ ଘୋଷିତ ହୋଇଛି 11 ତାରିଖ ରେ । ତେବେ ଏହି ଭଳି କିଛି କଥା କହିଛନ୍ତି । ତାହେଲେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଏହି ବିବାଦ ହେବା ର 4 ମାସ ହୋଇ ଯାଇଛି ଓ 4 ମାସ ପରେ ତପସ୍ଵିନୀ ଓ ସୁମିତ ଏକାଠି ହୋଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଉଭୟ କାଉନ୍ସିଲିଂ ପାଇଁ ଯାଇଥିଲେ ଓ ଏହା 3 ଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା ।


ତେବେ ଆଗମି 11 ତାରିଖ ରେ ପୁଣି କାଉନ୍ସିଲିଂ ହେବ ତାରିଖ ଦିଆ ଯାଇଛି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ କେମିତି ନିଜ ଶଶୁର ଘର ସାମ୍ନା ରେ ବସି କିଛି ମହିଳା ଙ୍କ ସହ ତାଙ୍କ ଗେଟ ଭାଙ୍ଗି ଓ ପରେ ସୁମିତ ଙ୍କ ପରିବାର ଲୋକ ଙ୍କୁ ବାହାର ପଟୁ ଚାବି ପକାଇବା । ତେବେ ଏହି ସମସ୍ତ କଥା ଭାବି ସୁମିତ ତପସ୍ଵିନୀ ଙ୍କୁ କେବେ ହେଲେ କ୍ଷମା କରିବେ ନହିଁ ବୋଲି କହିଛନ୍ତି , ତେବେ ଦେଖା ଯାଉ ଆଗାମୀ ଦିନ ମାନ ଙ୍କ ଭିତରେ ଉଭୟ ଏକାଠି ହେଉଛନ୍ତି କି ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.