ଦର୍ଶକ ବନ୍ଧୁ ଆପଣ ମାନେ ସୁମିତ ଓ ତପସ୍ଵିନୀ ଙ୍କ ବିବାଦ ବିଷୟ ରେ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସବୁଠୁ ବଡ ଖବର ଆସିଛି ଯେ ତପସ୍ଵିନୀ ଦୀର୍ଘ ୪ ମାସ ତଳେ ନିଜ ସ୍ବାମୀ ଙ୍କୁ ଦେଖିଲେ । ତେବେ ତାଙ୍କୁ ଏତେ ଦିନ ପରେ ଦେଖି ସେ ନଜର ହଟାଇ ପାରିଲେନି ମଧ୍ୟ ।
ତେବେ ସତେ ଯେମିତି ଲାଗୁ ଥିଲା ଯେ ଏତେ ଦିନ ର ବିବାଦ ସେହି କିଛି ମୁହୂର୍ତ୍ତ ରେ ସମାଧାନ ହୋଇ ଯାଇଛି । ତେବେ ତପସ୍ଵିନୀ ସୁମିତ ଆଖି ରେ ସେହି ଭଲ ପାଇବା ଦେଖିଲେ ଯାହା ସେ ପୂର୍ବ ରୁ ଦେଖି ଆସୁଥିଲେ । ତେବେ ସୁମିତ ମଧ୍ୟ କୋର୍ଟ ରେ ତପସ୍ଵିନୀ ଙ୍କ ନାମ ରେ କିଛି କହି ନାହାଁନ୍ତି ।
ତେବେ ଉଭୟ ବହୁତ୍ ଶୀଘ୍ର ଏକାଠି ହେବା କୁ ଯାଉଛନ୍ତି । ତେବେ ବନ୍ଧୁଗଣ ମାନ୍ୟବର କୋର୍ଟ ଙ୍କ ମଧ୍ୟସ୍ଥତା କେନ୍ଦ୍ର ହାଜର ହୋଈ ଥିଲେ ସୁମିତ ଓ ତପସ୍ଵିନୀ କୋର୍ଟ ନିର୍ଦ୍ଦେଶ ଦେଇ ଥିବାରୁ । ତେବେ ଏତେ ଦିନ ପରେ ଉଭୟ ପରସ୍ପର କୁ ଦେଖିଲେ ।
ତେବେ ଉଭୟ ଙ୍କ ଭିତରେ ଲାଗି ରହିଥିବା ବିବାଦ ଟି ଖୁବ୍ ଶୀଘ୍ର ସମାଧାନ ହୋଇଯିବ । ତେବେ ବନ୍ଧୁଗଣ କାଉନସିଲିଂ ସମୟ ରେ ସୁମିତ ତପସ୍ଵିନୀ ଙ୍କ ବିରୋଧ ରେ କିଛି କହି ନ ଥିଲେ କି ତପସ୍ଵିନୀ ସୁମିତ ବିରୋଧ ରେ କିଛି ବି କହି ନ ଥିଲେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଉଭୟ ଏକାଠି ହୋଇ ଯାଉନ୍ତୁ ବୋଲି ସମସ୍ତେ ଚାହୁଁ ଛନ୍ତି । ତେବେ ଉଭୟ ମଧ୍ୟ ଘଟି ଯାଇଥିବା ଘଟଣା କୁ ଭୁଲି ଏକାଠି ହୋଇ ଯାଆନ୍ତୁ । ତେବେ ଏହି ସଂସାର ରେ ହସ ଖୁସି ରେ ରହିବାକୁ ହେଲେ ସୁଖ ଦୁଃ- ଖ ଉଭୟ ଆସିବ । ତେବେ ତପସ୍ଵିନୀ ଓ ସୁମିତ ଙ୍କ ଦୁଃ-ଖ ବା ଉଭୟ ଙ୍କ ବିବାଦ ବର୍ତ୍ତମାନ୍ ସମୟ ରେ ସମାଧାନ କରି ଖୁସି ରେ ରହି ପାରିବେ ।।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।