ବୟସର ଅପରହ୍ନରେ ବୃଦ୍ଧାଶ୍ରମରେ ପ୍ରେମ ବିବାହ କଲେ ସୁବ୍ରତ ଓ ଅପର୍ଣ୍ଣା, ବରଙ୍କୁ ୭୦ ଓ କନ୍ୟାଙ୍କୁ ୬୫ ବର୍ଷ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଯେଉଁ ବୟସ୍କ ଲୋକ ମାନେ ପିଲାଳିଆମୀ କରେ ତାହେଲେ ଆମେ ତାକୁ କହିଥାଉ ବୃଦ୍ଧ କାଳେ ବାଲ୍ୟ ଲୀଳା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପ୍ରେମ କରୁଥିବା ବ୍ୟକ୍ତି କେବେ ବୟସ ସାନ ବଡ କିଛି ଦେଖି ନ ଥାଏ କେତେବେଳେ କଣ ହୁଏ ତାହା କହି ହେବ ନି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ପ୍ରେମ କାହାଣୀ କୁ ନେଇ ଅନେକ କିଛି ସୋସିଆଲ ମିଡିଆ ରୁ ଦେଖିବାକୁ ପାଇଥିବେ , ତେବ ବନ୍ଧୁଗଣ ଆଜି ଆମେ ସେହିଭଳି ଏକ ପ୍ରେମ କାହାଣୀ ବିଷୟ ରେ ଆପଣ ଙ୍କୁ କହିବୁ । ତେବେ ବନ୍ଧୁଗଣ ପଶ୍ଚିମବଙ୍ଗ ର ଏକ ବୃଦ୍ଧଶ୍ରମ ରେ ତେବେ ଏହି ଆଶ୍ରମ ରେ ଉଭୟ ବୟସ୍କ ମହିଳା ଓ ପୁରୁଷ ଙ୍କ ମଧ୍ୟ ରେ ଏମିତି ପ୍ରେମ ସମ୍ପର୍କ ଗଢି ଉଠି ଥିଲା ଯେ ସେମାନେ ଏକାଠି ହୋଇ ବାକି ଜୀବନ କାଟି ବେ ବୋଲି ବିବାହ କରିଛନ୍ତି ।

ସୁବ୍ରତ ସେନ ଗୁପ୍ତା ଓ ଅପର୍ଣ୍ଣ ଚକ୍ରବର୍ତ୍ତୀ ଉଭୟ ଘର ପଶ୍ଚିମ ବଙ୍ଗ ଅଟେ , ତେବେ ସୁବ୍ରତ ଙ୍କ ବୟସ 70 ଏବଂ ଅପର୍ଣ୍ଣା ଙ୍କୁ 65 ବର୍ଷ , ତେବେ ଅବିବାହିତ ଥିଲେ ଓ ବର୍ତ୍ତମାନ ସମୟ ରେ ଉଭୟ ସାର ଜାନାଂ ର ସାଥି ହୋଇଛନ୍ତି । ତେବେ ଉଭୟ ଙ୍କ ଜୀବନ ରେ ପ୍ରକୃତ ଭଲ ପାଇଅବା ମିଳି ନ ଥିବା ରୁ ସେମାନେ ବାହା ହୋଇ ନଥିଲେ ,


ତେବେ ଉଭୟ ବୃଦ୍ଧଶ୍ରମ ଆସିବା ପରେ ପରସ୍ପର କୁ ଚିହ୍ନି ଥିଲେ ଓ ପରେ ଉଭୟ ଙ୍କ ମଝି ରେ ଭଲ ପାଇବା ସୃଷ୍ଟି ହୋଇଥିଲା ଓ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ବନ୍ଧୁଗଣ ସୁବ୍ରତ ହେଉଛନ୍ତି ଜଣେ ରାଜ୍ୟ ପରିବହନ ନିଗମ ର ଅବସର ପ୍ରାପ୍ତ କର୍ମଚାରୀ । ତେବେ ଚାକିରି କରିବା ପରେ ସେ ଭାଇ ଙ୍କ ପାଖ ରେ ରହିଥିଲେ ଓ ଦୁଇ ବର୍ଷ ରହିବା ପରେ ଜାଣିବାକୁ ପାଇଲେ ସେ ତାଙ୍କ ଭାଇ ଭୋଜ ହେଇ ଯାଇଛନ୍ତି ।

ତେବେ ସେଥିପାଇଁ ସେ ବୃଦ୍ଧଶ୍ରମ ଚାଲି ଆସିଥିଲେ । ତେବେ ଠିକ ସେହିଭଳି ଅପର୍ଣ୍ଣା ଜଣେ ପ୍ରଫେସର ଙ୍କ ଘରେ କାମ କରୁଥିଲେ ଓ 5 ବର୍ଷ ପରେ ସେ ତାଙ୍କ କାମ ରୁ ତଡି ଦେଇଥିଲେ ତେବେ ସେ ତାଙ୍କ ଘର କୁ ଯିବା କୁ ଚାହୁଁ ଥିଲେ କିନ୍ତୁ କେହି ନ ଆପଣେଇ ବାରୁ ସେ ବୃଦ୍ଧଶ୍ରମ ଚାଲି ଆସିଥିଲେ । ତେବେ ପରେ ଉଭୟ ସାକ୍ଷାତ ହୋଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ତେବେ ଉଭୟ ଏହି ଗତ ସପ୍ତାହ ରେ କୋର୍ଟ ମ୍ୟାରେଜ କରିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.