ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ସମସ୍ତ ଙ୍କ ବେସ ଲୋକ ପ୍ରିୟ ହୋଇ ପାରିଛି ତେବେ ଦର୍ଶକ ମାନେ ମଧ୍ୟ ଯାତ୍ରା ଜଗତ କୁ ଅନେକ ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ଯାତ୍ରା ଜଗତ ରୁ ଅନେକ ଲୋକ ପ୍ରିୟ କଳାକାର ସୃଷ୍ଟି ହୋଇଛନ୍ତି ବର୍ତ୍ତମାନ ସମୟ ରେ ସେହି କଳାକାର ମାନେ ସାରା ଓଡିଶା ରେ ବେସ ଲୋକ ପରିଚିତ ହୋଇଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ଯାତ୍ରା ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ସମସ୍ତ ଯାତ୍ରା ପାର୍ଟି ଅନେକ ନାଟକ ଆଣି ଦର୍ଶକ ମାନ ଙ୍କ ମନୋରଞ୍ଜନ ବହୁ ପରିମାଣ ରେ କରିଥାନ୍ତି ।
ତେବେ ଏହି ଯାତ୍ରା ପାର୍ଟି ଲୋକ ଙ୍କ ପାଖ କୁ ଯାଇଥାନ୍ତି ଓ ତାଙ୍କ ସର୍ବ ସମ୍ମୁଖ ରେ ଅଭିନୟ କରି ଦର୍ଶକ ମାନ ଙ୍କ ବେସ ମନୋରଞ୍ଜନ କରାଇ ଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯାତ୍ରା ଜଗତ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଅଭିନୟ କରିବା ପୂର୍ବ ରୁ ସମସ୍ତେ ମେକପ ନେଇ ଥାନ୍ତି ଓ ସେଥିପାଇଁ ତ ସେମାନେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।
ତେବେ ବନ୍ଧୁଗଣ ଅଭିନୟ କରିବା ପୂର୍ବ ରୁ ଅଭିନେତ୍ରୀ ମାନେ ମେକପ ନେଇଥାନ୍ତି , ତେବେ ମେକପ ନେବା ପରେ ସେମାନେ ସୁନ୍ଦର ଦେଖା ଯାଇଥାନ୍ତି , ତେବେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ଏହି ଅଭିନେତ୍ରୀ ମାନେ ବେସ ଲୋକ ପ୍ରିୟ ହେବା ସହ ସ୍ଵତନ୍ତ୍ର ପରିଚୟ ପାଇଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଯାତ୍ରା ଜଗତ ରେ ସମସ୍ତ ଲୋକ ପ୍ରିୟ ନାଟକ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ରହି ଥାନ୍ତି ॥
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।