ଯାତ୍ରାରେ ଅଭିନେତ୍ରୀ ମାନଙ୍କ ସୁନ୍ଦରତା ପଛର ଭିତିରି କଥା, ମେକଅପ ରେ କଣ କଣ ଲାଗନ୍ତି ଏତେ ଗୋରା ଦେଖାଯାଆନ୍ତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ସମସ୍ତ ଙ୍କ ବେସ ଲୋକ ପ୍ରିୟ ହୋଇ ପାରିଛି ତେବେ ଦର୍ଶକ ମାନେ ମଧ୍ୟ ଯାତ୍ରା ଜଗତ କୁ ଅନେକ ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ଯାତ୍ରା ଜଗତ ରୁ ଅନେକ ଲୋକ ପ୍ରିୟ କଳାକାର ସୃଷ୍ଟି ହୋଇଛନ୍ତି ବର୍ତ୍ତମାନ ସମୟ ରେ ସେହି କଳାକାର ମାନେ ସାରା ଓଡିଶା ରେ ବେସ ଲୋକ ପରିଚିତ ହୋଇଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ଯାତ୍ରା ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ସମସ୍ତ ଯାତ୍ରା ପାର୍ଟି ଅନେକ ନାଟକ ଆଣି ଦର୍ଶକ ମାନ ଙ୍କ ମନୋରଞ୍ଜନ ବହୁ ପରିମାଣ ରେ କରିଥାନ୍ତି ।


ତେବେ ଏହି ଯାତ୍ରା ପାର୍ଟି ଲୋକ ଙ୍କ ପାଖ କୁ ଯାଇଥାନ୍ତି ଓ ତାଙ୍କ ସର୍ବ ସମ୍ମୁଖ ରେ ଅଭିନୟ କରି ଦର୍ଶକ ମାନ ଙ୍କ ବେସ ମନୋରଞ୍ଜନ କରାଇ ଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯାତ୍ରା ଜଗତ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଅଭିନୟ କରିବା ପୂର୍ବ ରୁ ସମସ୍ତେ ମେକପ ନେଇ ଥାନ୍ତି ଓ ସେଥିପାଇଁ ତ ସେମାନେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।

ତେବେ ବନ୍ଧୁଗଣ ଅଭିନୟ କରିବା ପୂର୍ବ ରୁ ଅଭିନେତ୍ରୀ ମାନେ ମେକପ ନେଇଥାନ୍ତି , ତେବେ ମେକପ ନେବା ପରେ ସେମାନେ ସୁନ୍ଦର ଦେଖା ଯାଇଥାନ୍ତି , ତେବେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ଏହି ଅଭିନେତ୍ରୀ ମାନେ ବେସ ଲୋକ ପ୍ରିୟ ହେବା ସହ ସ୍ଵତନ୍ତ୍ର ପରିଚୟ ପାଇଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଯାତ୍ରା ଜଗତ ରେ ସମସ୍ତ ଲୋକ ପ୍ରିୟ ନାଟକ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ରହି ଥାନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.