ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha) ହେବେ ରାଜ୍ୟ ସଭା ସାଂସଦ! ଏଥର ରାଜ୍ୟ ସଭାକୁ ଯାଇ ପାରନ୍ତି ବର୍ଷା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ବର୍ଷା ଅଭିନୟ ଛାଡି ରାଜ୍ୟସଭା କୁ ଯିବେ ଓ ଅନୁଭବ ଙ୍କୁ ଟକ୍କର ଦେବେ । ତେବେ ବର୍ତ୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ଶୌଚଳୟ କଥା କହି ନବୀନ ସରକାର ଙ୍କୁ ବଞ୍ଚାଉଛନ୍ତି । ତେବେ ବର୍ତ୍ତମାନ ସମୟ ରେ ନବୀନ ପଟ୍ଟନାୟକ ଙ୍କ ପ୍ରଶଂସକ ରାଜ୍ୟ ସଭା ଯିବା କୁ ମନ କରୁଛନ୍ତି । ତେବ ମଉକା ମିଳିଲେ ଛାଡିବେ ନହିଁ ଓ ନେହେଲେ କିଛି କହିବେ ନହିଁ

ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ରେ ରାଜ୍ୟ ରେ 4 ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି , ପ୍ରସନ୍ନ ଆଚାର୍ଯ୍ୟ , ସସ୍ମିତ ପାତ୍ର ଏବଂ ଭାସ୍କର ରାଓ ଙ୍କ କାର୍ଯ୍ଯକାଳ ସେସ ହେବ , ତେବେ ବନ୍ଧୁଗଣ କଟକ ର ମେୟର ନିର୍ବାଚିତ ହୋଇଥିବା କାରଣ ରୁ ସୁବାଶ ସିଂ ନିଜ ରାଜ୍ୟ ସଭା ଆସନ ରୁ ଇସ୍ତଫା ଦେବେ । ତେବେ ବର୍ତ୍ତମାନ ସମୟ ରେ ସୁବାସ ସିଂ ଙ୍କ ବଦଳ ରେ ବର୍ଷା ଙ୍କୁ ରାଜ୍ୟ ସଭା ପଠାଇବା ପାଇଁ କ୍ୟାମ୍ପେନିଙ୍ଗ ହେଉଛି ।,


ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କିଛି ଲୋକ ନିଜ ମତ୍ତ ପ୍ରକାଶ କରୁଛନ୍ତି ଯେ କଟକ ର ଆସନ କଟକ ରେ ରହୁ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ବର୍ଷା ତାଙ୍କ ଟ୍ବିଟର ଆକାଉଣ୍ଟ ରେ ଟ୍ବିଟ କରି ଭୁବନେଶ୍ବର ସଂସାଦ ଅପରାଜିତ ଷଡଙ୍ଗୀ ଙ୍କୁ ଟାର୍ଗେଟ କରି କିଛି ଉଲ୍ଲେଖ କରିଥିଲେ ପୁରୀ ଶ୍ରୀ ମନ୍ଦିର ପ୍ରୋଜେକ୍ଟ କୁ ନେଇ ଓ କହିଥିଲେ ମହିଳା ମାନ ଙ୍କ ପାଇଁ ଟଏଲେଟ ।


ତେବେ ବନ୍ଧୁଗଣ ସ୍ଵାମୀ ଲୋକ ସଭା ରେ ଥିବା ସମୟ ରେ ପତ୍ନୀ ରାଜ୍ୟ ସଭା ଯିବା କୁ ଚାହୁଁ ଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ସାଂସଦ ହେବା ପରେ ଦିଲ୍ଲୀ ରେ ରହୁଥିଲେ ସେଠାରେ ସେ ସାମ୍ବାଦିକ ଜାଗୃତି ଶୁକ୍ଲା ଙ୍କ ସହ ବନ୍ଧୁତା ହୋଇଥିଲା , ତେବେ ବର୍ତ୍ତମାନ ସମୟ ରେ ସେହି ଦିଲ୍ଲୀ କୁ ଯାଇ ଅନୁଭବ ଙ୍କୁ ପାନେ ଦେବେ ବୋଲି ଯୋଜନା କରୁଛନ୍ତି ।

ତେବେ ସେହି ଅଶାନ୍ତ ପାଇଁ ବିଜେଡି ର ଅନେକ ପ୍ରଚାର କରୁଥିଲେ । ତେବେ ବନ୍ଧୁଗଣ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ କଣ ହେଉଛି , ତେବେ ଏ ପଟେ ଅନୁଭବ ଓ ବର୍ଷା ଙ୍କ ବିବାଦ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ଅଛନ୍ତି , ତେବେ ବର୍ତ୍ତମାନ ବର୍ଷା କ୍ୟାମ୍ପେନିଙ୍ଗ କରୁଥିବା ର ଦୃଶ୍ୟ ଦେଖିବା କୁ ମିଳିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.