ଓଡିଆ ଅଭିନେତ୍ରୀ ଝିଲ୍ଲିକ (Jhilik) ମା ହେବାକୁ ଯାଉଛନ୍ତି, ୭ ମାସ ପରେ ହେଲା ସାଦ ଖିଆ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଆସି ଯାଇଛି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଙ୍କୁ ନେଇ , ତେବେ ବନ୍ଧୁଗଣ ଏହି ବଡ ଖବର ଟି ତାଙ୍କ ପ୍ରଶଂସକ ପାଇଁ ବହୁତ ବଡ ଖୁସି ଖବର । ତେବେ ଏହି ବଡ ଖବର ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି , ତେବେ ଆସନ୍ତୁ ଏହି ଖବର ଟି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ , ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ସାରା ଓଡିଶା ର ଘର ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ସାରା ଓଡିଶା ରେ ବେସ ଲୋକ ପରିଚିତ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ।


ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବହୁତ କମ ସମୟ ରେ ଅନେକ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପରିଚିତ ହୋଇ ପରିଛନ୍ତି । ତେବେ ଝିଲ୍ଲିକ ଙ୍କ ଜବରଦସ୍ତ ଅଭିନୟ ଦେଖିବା ପାଇଁ ବେସ ଲୋକ ପ୍ରିୟ । ତେବେ ବନ୍ଧୁଗଣ କହିବାକୁ ଗଲେ ଅଭିନେତ୍ରୀ ଝିଲ୍ଲିକ ଙ୍କ ସମସ୍ତ ଚଳଚିତ୍ର ବେସ ସୁପର ହିଟ ହୋଇଛି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲ୍ଲିକ ଙ୍କ କିଛି ବର୍ଷ ହେବ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନହିଁ , କାରଣ ଅଭିନେତ୍ରୀ ଜଣକ ଗତ ଦୁଇ ବର୍ଷ ତଳେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଓ ବିବାହ ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିବା ବେଳେ ନିଜ ସ୍ଵାମୀ ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଜଣେ ବଙ୍ଗୀୟ କିନ୍ତୁ ବର୍ତ୍ତମାନ ସମୟ ରେ ସେ ଓଡିଆ ବୋହୁ ଭାବ ରେ ନିଜ ଶଶୁର ଘରେ ନିଜ ସମୟ କୁ ଅତି ବାହିତ କରୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ର ବଡ ଖବର ଯେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ମା ହେବା କୁ ଯାଉଛନ୍ତି ଓ ବର୍ତ୍ତମାନ ସମୟ ରେ ତାଙ୍କ ସାଦଖିଆ ସଋ ଯାଇଛି ଓ ଏହି ସାଦଖିଆ ର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.