ଯାତ୍ର ଅଭିନେତ୍ରୀ କଣ୍ଢେଇ ବିଶ୍ଵାଳ (Kandhei Biswal) କଣ କହିଲେ ଯାତ୍ରା କମେଡି କିଙ୍ଗ ଦୟା ନନା (Daya) ଙ୍କ ବିଷୟରେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରି ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ଚଳଚିତ୍ର ର ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଅନେକ କିଛି ଜାଣିଛନ୍ତି ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ରେ ଜଣେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ଲୋକ ପ୍ରିୟ ଅଭିନେତ୍ରୀ କଣ୍ଢେଇ ବିଶ୍ଵାଳ ।

ତେବେ ବନ୍ଧୁଗଣ ଅଭିନେତ୍ରୀ କଣ୍ଢେଇ ଅନେକ ଯାତ୍ରା ଜଗତ ର ଜଣେ ଆଗ ଧାଡି ର ଅଭିନେତ୍ରୀ , ତେବେ ସେ ତାଙ୍କ ଜୀବନ ରେ ଅନେକ ଗଣନାଟ୍ୟ ରେ ଅଭିନୟ କରି ବେସ ଲୋକ ପରିଚିତ ହେବା ସହିତ ଅନେକ ନାମ ଅର୍ଜନ କରିଛନ୍ତି । ତେବେ ବନ୍ଧୁଗଣ ଦର୍ଶକ ମାନେ କଣ୍ଢେଇ ଙ୍କ ଅଭିନୟ କୁ ଦେଖିବା ପାଇଁ ବେସ ପସନ୍ଦ କରୁଛନ୍ତି ।


ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଗତ କିଛି ଦିନ ତଳେ ଏକ ଇଣ୍ଟରଭ୍ୟୁ ରେ ନିଜ ଯାତ୍ରା ଜୀବନ ବିଷୟ ରେ କହି ଥିଲେ ଯାହା ବିଷୟ ରେ ଆଜି ଆମେ ଆପଣ ମାନ ଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ କଣ୍ଢେଇ କହିଛନ୍ତି ସେ ଯାତ୍ରା ଜଗତ ରେ 20 ବର୍ଷ ହେଲା କାମ କରି ଆସୁଛନ୍ତି ତେବେ ଗତ ବର୍ଷ ଲକ ଡାଉନ ହେବା କାରଣ ରୁ ଆମ ଯାତ୍ରା ବନ୍ଦ ହୋଇଯାଇ ଥିଲା ଓ ଯାହା ଫଳ ରେ କି ଯାତ୍ରା କଳାକାର ମାନେ ବହୁତ ସମସ୍ଯା ର ସମୂଖୀନ ହୋଇ ଥିଲେ ।


ତେବେ ବନ୍ଧୁଗଣ ଅଭିନେତ୍ରୀ କଣ୍ଢେଇ କହିଛନ୍ତି ଏହି ଲକ ଡାଉନ ସମୟ ରେ ଆମେ ନିଜ ପରିବାର ସହିତ ଅନେକ ଦିନ ପର୍ଯ୍ୟନ୍ତ ସମୟ ଅତି ବାହିତ କରିଲୁ , ତେବେ ଆମ କାର୍ଯ୍ୟ ସମୟ ରେ ଆମେ ଆମେ ମାନେ ଆମ ପରିବାର ଲୋକ କୁ ସମୟ ଦେଇ ପାରୁ ନହିଁ , ତେବେ କଣ୍ଢେଇ ତାଙ୍କ ପିଲା ଟି ଦିନ ରୁ ଅଭିନୟ କରିବା ପାଇଁ ଚାହୁଁ ଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ହାସ୍ୟ ଅଭିନେତ୍ରୀ କଣ୍ଢେଇ ଙ୍କୁ ଯାତ୍ରା ରେ ଭଲ କମିଡି କରୁ ଥିବାର ନିଶ୍ଚୟ ଦେଖିଥିବେ ଓ ତାଙ୍କ ଜବରଦସ୍ତ କମିଡି କୁ ଦର୍ଶକ ମାନେ ବେସ ପସନ୍ଦ କରୁଥିଲେ , ତେବେ ସେ କହିଛନ୍ତି ଦୟା ନାନା ମୋ ଗୁରୁ ତାଙ୍କ ସହିତ ଅଭିନୟ କରି ମୁଁ ଅନେକ କିଛି ଶିଖିଛି । ତେବେ ଦୟା ନାନା ଆଉ ମୁଁ ବହୁତ ମଜା ମସ୍ତି , ତେବେ ଅଭିନେତ୍ରୀ କଣ୍ଢେଇ ଙ୍କ ବାପା ଜଣେ ବଡ କଳାକାର ଥିଲେ , ତେବେ କଣ୍ଢେଇ ତାଙ୍କ ବାପା ଙ୍କୁ ନ ଜଣାଇ ଯାତ୍ରା ଜଗତ କୁ ଆସିଥିଲେ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବା ରୁ , ତେବେ ପ୍ରଥମେ ଯାତ୍ରା ରେ ନାଚ କରିଥିଲେ ଓ ପରେ ଅଭିନୟ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.