ଓଡିଆ ହିରୋଇନ ସୋମାଲିନ (Somalin parida) ଙ୍କ ଶାଶୂ ଘର ପ୍ରଥମ ଥର ପାଇଁ ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ମାନେ ଆପଣ ମାନେ ଜାଣିଥିବେ ନିଶ୍ଚୟ କି ଆମ ପାଇଁ ସୋସିୟାଲ୍ ମିଡ଼ିଆ ବର୍ତ୍ତମାନ ସମୟ ପାଇଁ କେତେ ଗୁରୁତ୍ବ୍ ପୂର୍ଣ୍ଣ ତାହା ଆପଣ ମାନେ ଅନୁମାନ କରି ପାରୁଥିବେ । ତାହେଲେ ବନ୍ଧୁଗଣ ବର୍ତ୍ତନ ସମୟ ରେ ସୋସିୟାଲ୍ ମିଡ଼ିଆ କୁ ବ୍ଯବହାର କରି ନିଜର ମନ କୁ ଖୁସି କରିବା ସହ ଭଲ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି । ତେବେ ଅଧିକ ଲୋକମାନେ ବର୍ତ୍ତମାନ ସମୟ ରେ ୟୁଟ୍ୟୁବ ରେ ଚ୍ୟାନେଲ୍ ଖୋଲି ଭଲ ଟଙ୍କା ରୋଜଗାର କରୁଛନ୍ତି ବ୍ଲଗ୍ କରି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ନରମାଲ ୟୁଜର୍ ସହ ଅଭିନେତ୍ରି ମାନେ ମଧ୍ୟ ୟୁଟ୍ୟୁବ ରେ ବ୍ଲଗ ବନାଉଛନ୍ତି । ତେବେ ଆଜି ସେହିଭଳି ଜଣେ ଅଭିନେତ୍ରି ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାଙ୍କ ବିଷୟ ରେ ଜାଣିବା ତେବେ ସେ ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ରେ ବହୁତ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନଙ୍କ ର ଅତି ପ୍ରିୟ ଅଭିନେତ୍ରୀ ସୋମଲିନ୍ ପରିଡା ।


ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନି ପରିଡା କୁ ବହୁତ ଭଲ ଭାବ ରେ ଜାଣିଥିବେ । ତେବେ ସୋମାଲିନ୍ ପରିଡା ବହୁତ ସୁନ୍ଦର ଅଭିନୟ କରି ଏବଂ ନିଜ ଭଲ ଅଭିନୟ ପାଇଁ ବେସ ଲୋକପ୍ରିୟ ଅଛନ୍ତି । ତେବେ ସୋମାଲିନ୍ ପରିଡା ନିଜର ଜବଦସ୍ତ ଅଭିନୟ ପାଇଁ ବହୁତ କମ ଦିନ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର୍ ପରିଚୟ ପାଇବା ସହିତ ଓଡିଶା ଘରେ ଘରେ ପରିଚିତ ।


ତେବେ ସୋମାଲିନ୍ ଙ୍କ ଅଭିନୟ ବହୁତ ସୁନ୍ଦର ଭାବରେ କରନ୍ତି । ତେବେ ସେ ପ୍ରାୟ ସୋସିୟାଲ୍ ମିଡ଼ିଆ ରେ ରିଲ୍ କରି ପୋଷ୍ଟ କରି ଥାନ୍ତି ଯାହାକୁ ଆପଣ ମାନେ ବହୁତ ପସନ୍ଦ ଓ ଭଲ ପାଇବା ଦେଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନ୍ ପରିଡା ଙ୍କୁ ତାଙ୍କ ସୁନ୍ଦର ଅଭିନୟ ରୁ ଜାଣିଥିବେ ।

ତାହେଲେ ବନ୍ଧୁଗଣ ସୋମଲିନ୍ ଙ୍କ ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନେ ବହୁତ ସାରା ଭଲ ପାଇବ ଦେଇଛନ୍ତି ସୋମଲିନ୍ ପରିଡା ଙ୍କୁ । ତେବେ ବନ୍ଧୁଗଣ ସୋମଲିନ୍ ପରିଡା ଙ୍କ ଅଭିନୟ କରିବା ପରେ ପରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ସୋମାଲିନ୍ ପରିଡା ତାଙ୍କ ଅଭିନୟ ଛାଡିବା ପରେ ପରେ ନିଜ ଦର୍ଶକ ମାନଙ୍କ ପାଇଁ ସୋସିୟାଲ୍ ମିଡ଼ିଆ ରେ ବେସ ଆକ୍ଟିଭ୍ ରହୁଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ୍ ଓ ଜଙ୍କଲିନ୍ ଏହି ଦୁଇ ଅଭିନେତ୍ରୀ ପ୍ରକ୍ରୁତ ରେ ଦୁଇ ଭଉଣୀ ଅଟନ୍ତି । ଏହି ଦୁଇ ଭଉଣୀ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଟ୍ବିନ ସିଷ୍ଟର ଭାବେ ବହୁତ ପରିଚିତ । ତାହେଲେ ଆପଣ ମାନେ ଜାଣିଥିବେ ନିଶ୍ଚୟ ଭାବରେ କି ବର୍ତ୍ତମାନ ସମୟ ରେ ସୋମାଲିନ୍ ପରିଡା ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରି ଛନ୍ତି ତେବେ ଏହେ ମୁଁ ଆପଣ ମନକୁ ପୂର୍ବ ରୁ କହି ସାରିଛୁ ।

ତେବେ ବର୍ତ୍ତମାନ ସମୟ ରେ ସୋମାଲିନ୍ ପରିଡା ବିବାହ ବନ୍ଧନ ରେ ବାନ୍ଧି ହୋଇ ସରିଲା ପରେ ଶାଶୁ ଘରେ ନିଜ ଶାଶୁ ଘର ପରିବାର ଲୋକ ଙ୍କ ସହ ବହୁତ ଖୁସି ରେ ଅଛନ୍ତି । ଏହି କିଛିଦିନ ପୂର୍ବ ରୁ ଯାଜପୁର ର ନିସିଥଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ରେ ଏକ ବ୍ଲଗ୍ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଶାଶୁ ଘର ର ଥିବା ତାଙ୍କ ବେଡ଼ ରୁମ , କିଚେନ୍ ରୁମ , ରୁ ଆରମ୍ଭ କରି ତାଙ୍କ ବଗିଚା ଓ ଛାତ ପର୍ଯ୍ୟନ୍ତ ସବୁ ସେ ଭିଡିଓ ରେ ଦେଖେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.