ଓଡିଆ ଅଭିନେତ୍ରୀ ଝିଲ୍ଲିକ (Jhilik) ବିବାହର ୨ ବର୍ଷ ପରେ ମା ହେବାକୁ ଯାଉଛନ୍ତି, ସାଦ ଖିଆକୁ ଆସିଲେ Ollywood ର ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ ଅଧିକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ଓ ବେଳେ କିଛି ନା କିଛି କାରଣ ରି ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ରେ ଥାଆନ୍ତି ।


ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ସୋସିଆଲମିଡିଆରେ ବେସ୍ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଙ୍କୁ ନେଇ ଏକ ବଡ ଖବର ଆସିଛି ଯାହାକି ଖୁସି ର ଖବର ।


ତେବେ ଅଭିନେତ୍ରୀ ଝିଲ୍ଲିକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ କହିବାକୁ ଗଲେ ଆଗ ଧାଡ଼ି ର ଅଭିନେତ୍ରୀ । ତେବେ ସେ ଆଜି ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁ ନାମ ଅର୍ଜନ କରିବା ସହିତ ସାରା ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି ।


ତେବେ ଝିଲ୍ଲିକ ଙ୍କ ଜବରଦସ୍ତ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେଶ୍ ଇଚ୍ଛୁକ ଥାଆନ୍ତି ।ତେବେ ବନ୍ଧୁଗଣ ଝିଲ୍ଲିକ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ସାରା ଓଡ଼ିଶା ରେ ପରିଚିତ ହୋଇ ଥିଲେ ମଧ୍ୟ ତାଙ୍କ ପ୍ରକୃତ ଘର ହେଉଛି ପଶ୍ଚିମବଙ୍ଗ ।


ତେବେ ଝିଲ୍ଲିକ ଜଣେ ବଙ୍ଗୀୟ ହୋଇଥିଲେ ମଧ୍ୟ ସେ ନିଜ ଅଭିନୟ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଲୋକ ପରିଚିତ । ତେବେ ବର୍ତ୍ତମାନ୍ ସମୟ ରେ ରିଅଲ ଲାଇଫ ରେ ଝିଲ୍ଲିକ ଓଡ଼ିଆ ବୋହୂ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ ଦୁଇ ବର୍ଷ ତଳେ ସୁକିନ୍ଦା ବ୍ଲକ ରେ ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଥଲେ ।


ତେବେ ବିବାହ ପରେ ନିଜ ଶଶୁର ଘର୍ ପରିବାର ଓ ସ୍ବାମୀ ଙ୍କ ସହିତ ବେଶ୍ ଖୁସି ରେ ଅଛନ୍ତି । ତେବେ ଓଡ଼ିଆ ବୋହୂ ର ଯାହା ସବୁ କାର୍ଯ୍ୟ ଥାଏ ସବୁଥିରେ ଝିଲ୍ଲିକ ପାରଙ୍ଗମ । ତେବେ ବିବାହ ପରେ ଅଭିନୟ ଛାଡି ଶାଶୁ ଶଶୁର ଙ୍କ ସେବା କରୁଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଙ୍କୁ ନେଇ ଏକ ଖୁସି ଖବର ଆସି ଯାଇଛି ।

ତେବେ ବନ୍ଧୁଗଣ ଏହି ଖୁସି ଖବର ଟି ହେଲା ଯେ ଆମ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ମା ହେବା କୁ ଯାଉଛନ୍ତି ଓ ବର୍ତ୍ତମାନ୍ ସେ ରେ ତାଙ୍କ ର ସାଦଖିଆ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି o ehi ଶାଦଖିଆ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସିଛନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.