ଯାତ୍ରା କରିବା ସମୟରେ ନିଜ ବ୍ୟାଗ ହଜିଗଲା ବୋଲି ଯୁବକ Indigo ଏୟାରଲାଇନ୍ସର ୱେବସାଇଟକୁ ହ୍ୟାକ କରିଦେଲେ – ଦେଖନ୍ତୁ ଭିଡିଓ

ଖବର

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଟ୍ରେନ ଓ ପ୍ଳେନ ଯାତ୍ରା ସମୟ ରେ ବ୍ୟାଗ ହଜି ଯିବା ର ସମସ୍ଯା ଅନେକ ଲୋକ ଙ୍କ ଜୀବନ ରେ ଘଟିଥାଏ ଓ ଯାହା ଫଳ ରେ କି ସେମାନେ କଷ୍ଟୋମର ସହ ଯୋଗାଯୋଗ କରିଥାନ୍ତି । ତେବେ କଷ୍ଟୋମର ସହ ଯୋଗାଯୋଗ ରେ ଥିଲେ ମଧ୍ୟ ସେଥିରେ ଯାତ୍ରୀ ମାନେ ସନ୍ତୁଷ୍ଟ ନ ଥାନ୍ତି । ତେବେ ଏହି ସମୟ ରେ ବ୍ୟାଗ ପାଇବା ଅସମ୍ଭବ ହୋଇଯାଇଥାଏ ।


ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜଣେ ଯାତ୍ରୀ ଙ୍କ ବ୍ୟାଗ ହଜିବା ପରେ ସେ ଯାହା କଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଯାତ୍ରୀ ଜଣକ ନିଜ ବ୍ୟାଗ ଫେରି ପାଇବା ପାଇଁ ବା ଖୋଜିବା ପାଇଁ ଯାତ୍ରୀ ଜଣକ ଏୟାର ଲାଇନ୍ସ ର ୱେବ ସାଇଟ କୁ ହୟାକ କରି ଦେଇଥିଲେ । ତେବେ ବନ୍ଧୁଗଣ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଅଟେ , ତେବେ ଆସନ୍ତୁ ଜାଣିବା ଏହି ଖବର ଟି ବିଷୟ ରେ ,

ତେବେ ଜଣେ ସଫ୍ଟୱାର ଇଞ୍ଜିନିୟର ନନ୍ଦନ କୁମାର ଇନ୍ଡିଗୋ ରେ ବେଙ୍ଗାଲୁରୁ ଯାତ୍ରା କରୁଥିଲେ ତେବେ ସେ ନେଇଥିବା ବ୍ୟାଗ ଟି ଅନ୍ୟ ଜଣେ ଯାତ୍ରୀ ଙ୍କ ବ୍ୟାଗ ସମ୍ମାନ ଥିବା ଅଦଲ ବଦଳ ହୋଇ ଯାଇଥିଲା । ତେବେ ବ୍ୟାଗ ବଦଳିବା ପରେ ନନ୍ଦନ କଷ୍ଟୋମର ଙ୍କ ସହ ଯୋଗାଯୋଗ କଲେ । ତେବେ ସେମାନେ ସେହି ଯାତ୍ରୀ ଙ୍କୁ ଖୋଜିବା ରେ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ , ସେସ ରେ ଆଜେଣ୍ଟ ଅସ୍ଵସ୍ଥ କଲେ ଯେ ଯାତ୍ରୀ ଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ତାଙ୍କୁ କଲ କରିବେ । ତେବେ ନନ୍ଦନ ଧାର୍ଯ୍ୟ ଧରି ରହିଲେ ।


ତେବେ ଅନେକ ସମୟ ଯିବା ପରେ କୌଣସି କଲ ତାଙ୍କ ପାଖ କୁ ନ ଆସିବା ରୁ ସେ ଏହି ମାମଲା ଟି ନିଜ ହାତ କୁ ନେଇ ଥିଲେ । ତେବେ ଇନ୍ଡିଗୋ ଏୟାର ଲାଇନ୍ସ ୱେବ ସାଇଟ କୁ ଯାଇ ସେହି ଯାତ୍ରୀ ପିଏନଆର ଜାଣିବାକୁ ଚାହିଁ ଥିଲେ । ତେବେ ଡେଭଲପର କନସୋଲ ପର୍ଯ୍ୟନ୍ତ ସେ ଯିବା ପାଇଁ ନିଜ କି ବୋର୍ଡ ର f12 ବଟନ ଦବାଇଲେ । ତେବେ ଏହାରି ମାଧ୍ୟମ ରେ ସେ ସେହି ଯାତ୍ରୀ ଙ୍କ ମୋବାଇଲ ନମ୍ବର ଏବଂ ଇମେଲ ଆଇଡ ପାଇଥିଲେ ।

ତେବେ ଏହି ସାହାର୍ଯ୍ୟ ରେ ସେ ଯାତ୍ରୀ ଙ୍କ ପାଖ ରେ ପହଞ୍ଚି ବାରେ ସଫଳ ହୋଇଥିଲେ ଓ ସେ ସେହି ଯାତ୍ରୀ ଙ୍କୁ ପଚାରିଥିଲେ ଇଣ୍ଡିଗୋ କଷ୍ଟର ସର୍ଭିସ ତରଫ ରୁ ଫୋନ ଆସିଥିଲା କି ନହିଁ କିନ୍ତୁ ସେ ମନା କରି ଦେଇଥିଲେ । ତେବେ ଏହା ପରେ ଇଣ୍ଡିଗୋ କଷ୍ଟମୋର ସର୍ଭିସ କୁ ସୁଧାରିବା ପାଇଁ ପ୍ରସ୍ତାବ ଦେଇଥିଲେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.