ସୁମିତ (Sumit) ଶେଷରେ ନିଜ ମୁହଁରେ କହିଲେ ଆଗକୁ ତପସ୍ଵିନୀ (Tapaswini) ଓ ମୁଁ ଏକାଠି ହୋଇ ପାରୁ, କହୁ କହୁ କହିଦେଲେ ହୃଦୟର କଥା – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ବ୍ରହ୍ମପୁର ସୁମିତ ଓ ତପସ୍ଵିନୀ ଙ୍କ ବିବାଦ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ଡ ଏହି ବିବାଦ କୁ ନେଇ କୌଣସି ଖବର ଆସୁଥିଲେ ମଧ୍ୟ ଏହି ବିବାଦ ଟି ର ସମାଧାନ ଏ ପର୍ଯ୍ୟନ୍ତ ହୋଇ ନହିଁ । ତେବେ ଉଭୟ ଙ୍କ ବିବାଦ ଟି କିଛି ତଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ ବୋହୁ ର ଅଧିକାର ଜଣେ ସ୍ତ୍ରୀ ଅଧିକାର ପାଇଁ ନିଜ ଶାଶୁଘରେ ଦୁଆରେ ଅନେକ ଦିନ ବସିଥିଲେ , ତେବେ ଏହି ବସିଥିବା ସମୟ ରେ ଅନେକ ଭିଡିଓ ଅଡିଓ କ୍ଲିପ ବହୁ ପରିମାଣ ରେ ଭାଇରାଲ ହୋଇଥିଲା । ତେବେ ବନ୍ଧୁଗଣ ଅନେକ କିଛି ଘଟିବା ପରେ ତପସ୍ଵିନୀ ବର୍ତ୍ତମାନ ନ୍ୟାୟ ପାଇ ନିଜ ଶଶୁର ଘରେ ଅଛନ୍ତି ।


ତେବେ ବନ୍ଧୁଗଣ ତପସ୍ଵିନୀ ନିଜ ଶାଶୁଘରେ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି ଓ ସେ ଶାଶୁଘର କୁ ପ୍ରବେଶ କରିବା ପରେ ଡାକ୍ତର ସୁମିତ ଖୁସି ନାହାଁନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଦୁଇ ଙ୍କୁ ନେଇ ଆମେ ମାନେ ଏକ ଖବର ବିଷୟ ରେ ଜଣାଇବୁ ଯାହାକୁ ସୁମିତ ନିଜେ କହିଛନ୍ତି ଗଣ ମାଧ୍ୟମ ମାନ ଙ୍କ ସାମ୍ନା ରେ , ତେବେ ଆସନ୍ତୁ ଜାଣିବା ଡାକ୍ତର ସୁମିତ କଣ କହିଛନ୍ତି ଗଣ ମଧ୍ୟମ ଙ୍କ ସାମ୍ନା ରେ ଜାଣିବା ।

ତେବେ ବନ୍ଧୁଗଣ ଡାକ୍ତର ସୁମିତ କହିଛନ୍ତି ଯେ ସମୟ ହେଉଛି ବଡ ବଳବାନ କେତେବେଳେ କଣ ହେବ ତାହା କେହି ବି ଜାଣି ନାହାଁନ୍ତି । ତେବେ ଆମେ ଆଗକୁ ମିଶି ଯାଇ ପାରୁ କିନ୍ତୁ ତପସ୍ଵିନୀ ଯେଉଁ କାମ କରିଛନ୍ତି ତାହାକୁ ମୁଁ ମୋ ଜୀବନ ରେ କେବେ ବି ଭୁଲି ପାରିବି ନହିଁ । ତେବେ ଘର କଥା କୁ ନେଇ ବାହାରେ ପକାଇ ମୋତେ ଓ ପରିବାର କୁ ସମାଜ ଆଗ ରେ ବଦନାମ କରିଛନ୍ତି ମୋତେ ଅସମ୍ମାନ କରିଛନ୍ତି ତାହା ମୁଁ କେବେ ଭୁଲି ପାରିବି ନହିଁ ।


ତେବେ ତପସ୍ଵିନୀ ଙ୍କ ପାଇଁ ସୁମିତ ଚାକିରି ରୁ ଛୁଟି ନେଇଛି ଓ ମାନସିକ ସ୍ତର ରେ ମଧ୍ୟ ଦୁର୍ବଳ ଅଛନ୍ତି ବୋଲି ସୁମିତ ନିଜେ କହିଛନ୍ତି । ମୋ ଜୀବନ ରେ ମୁଁ କେବେ ହେଲେ ତପସ୍ଵିନୀ ଙ୍କୁ କ୍ଷମା କରିବି ନହିଁ , ତେବେ ଏହି ଭଳି ଅନେକ କଥା କହିଛନ୍ତି ସୁମିତ ଓ ଯାହାକୁ କିଛି ଲୋକ ସମର୍ଥନ କରିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.