ରୂପାଙ୍କ (Rupa) ଜନ୍ମରେ କଟା ହେଲା ଏକ ସ୍ପେସିଆଲ କେକ, ରୂପାଙ୍କ ଜନ୍ମ ଦିନ ଧୂମ ଧାମରେ ପାଳନ ହେଲା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି ସୋସିଆଲ ମିଡିଆ , ତେବେ ଏହି ସୋସିଆଲ ମିଡିଆ ବର୍ତ୍ତମାନ ସମୟ ର ଯୁବ ପିଢୀ ମାନ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ହୋଇ ପାରିଛି କାରଣ ଏଥିରେ ଯୁବକ ମାନେ ଭଲ ଅର୍ଥ ଉପାର୍ଜନ କରୁଛନ୍ତି , ତେବେ କେବଳ ଯୁବ ପିଢୀ ନୁହଁନ୍ତି ବରଂ ଅନେକ ବ୍ୟକ୍ତି ଏହି ସୋସିଆଲ ମିଡିଆ ରୁ ଭଲ ଟଙ୍କା ଉପାର୍ଜନ କରିଥାନ୍ତି ।

ତେବେ ବନ୍ଧୁଗଣ ଏହି ବ୍ୟକ୍ତି ମାନେ ଟଙ୍କା ରୋଜଗାର କରିଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ , ତେବେ ଯାହାକୁ ଆମେ ବ୍ଲଗ ବୋଲି କହୁଛେ , ତେବେ ଅଧିକାଂଶ ବ୍ୟକ୍ତି କେବଳ you tube ଚ୍ୟାନେଲ ଖୋଳିଥାନ୍ତି ବ୍ଲଗ ପାଇଁ । ତେବେ ଅଧିକାଂଶ ଲୋକ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବ୍ଲଗ କରିଥାନ୍ତି ଓ ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥାନ୍ତି , ତେବେ ସେହି ମାନ ଙ୍କୁ ଆମେ ଆମେ ବ୍ଲଗର କହିଥାଊ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଶା ନମ୍ବର ୱାନ ବ୍ଲଗର ରୂପା ଓ ପିଣ୍ଟୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ସେମାନେ ନିଜ ଜବରଦସ୍ତ କଳା ପାଇଁ ସୋସିଆଲ ମିଡିଆ ରେ ବେସ ଲୋକ ପ୍ରିୟ ହେବା ସହିତ ଓଡିଶା ର ଘରେ ଘରେ ପରିଚିତ ହୋଇଛନ୍ତି ।

ତେବେ ବନ୍ଧୁଗଣ ରୂପା ଓ ପିଣ୍ଟୁ ପ୍ରଥମେ ବହୁତ ସର୍ଟ ସର୍ଟ ଭିଡିଓ କରି ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପଲୋଡ କରିଥିଲେ ଓ ଯାହାକୁ ଦର୍ଶକ ମାନେ ବେସ ପସନ୍ଦ କରିଥିଲେ । ତେବେ ବନ୍ଧୁଗଣ ଏହି ଯୋଡି ପରବର୍ତ୍ତୀ ସମୟ ରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମକ ଚ୍ୟାନେଲ ଖୋଲି ଅନେକ ବ୍ଲଗ କରିଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ।


ତେବେ ବର୍ତ୍ତମାନ ସମୟ ରେ ଏହି ଚ୍ୟାନେଲ କୁ ଓଡିଶା ବାସୀ ବହୁ ପରିମାଣ ରେ ପସନ୍ଦ କରିଛନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରୂପା ଓ ପିଣ୍ଟୁ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି , ହଁ ବନ୍ଧୁ ଏହି ଭିଡିଓ ଟି ରେ ରୂପା ଙ୍କ ଜନ୍ମ ଦିନ ଟି କୁ ପିଣ୍ଟୁ ବେସ ଧୁମଧାମ ରେ କରିଛନ୍ତି ଓ ଯାହାର ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପଲୋଡ କରି ଜଣାଇଛନ୍ତି ଓ ଏହି ଭିଡିଓ ଟି ବେସ ଚର୍ଚ୍ଚା ରେ ଅଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.