ସୌମ୍ୟଙ୍କ କରିଲେ ଖୁଲାସା କହିଲେ ସୌମ୍ୟ ମୋ ସ୍ଵପ୍ନରେ ଆସି କହୁଛି ମମି ମୋତେ ନ୍ୟାୟ ଦରକାର, ଆଉ ତାପରେ… – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦାର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆସି ଯାଇଛି ମୃତ୍ୟୁ ସୌମ୍ୟ ଙ୍କୁ ନେଇ ଆଉ ଏକ ବଡ ଖବର , ତେବେ ବନ୍ଧୁଗଣ ମୃ-ତ ସୌମ୍ୟ ତାଙ୍କ ମା ଙ୍କ ସ୍ଵପ୍ନ ରେ ଆସୁଛନ୍ତି ଓ ତାଙ୍କୁ ନ୍ୟାୟ ଦରକାର ବୋଲି କା-ନ୍ଦି କାନ୍ଦି- କହୁଛନ୍ତି , ତେବେ ବନ୍ଧୁଗଣ ଏହି କଥା ଟି ନିଜେ ସୌମ୍ୟ ଙ୍କ ମା କହିଛନ୍ତି , ତେବେ ସେ କହିଛନ୍ତି ମୋ ପୁଅ ଅତୃପ୍ତ ଆ-ତ୍ମା ହୋଇ ଘୁରି ବୁଲୁଛି , ମୋ ସ୍ଵପ୍ନ ରେ ଆସୁଛି ମୋତେ ନ୍ୟାୟ ଦରକାର ବୋଲି କହୁଛି ଓ ଯେତେବେଳେ ମୋ ନିଦ ଭାଙ୍ଗି ଯାଉଛି ସେତେବେଳେ ସେ କେଉଁ ଆଡେ ଚାଲି ଯାଉଛି ।


ତେବେ ସୌମ୍ୟ ନ୍ୟାୟ ମିଳିଲେ ତାର ଆ-ତ୍ମା କୁ ଶାନ୍ତି ମିଳିବ , ତେବେ ସେ ଏଠି ଶାନ୍ତି ରେ ନଥିଲା କି ଉପରେ ମଧ୍ୟ ନହିଁ । ଏହି ସୋନାଲୀ ପାଇଁ ଆଜି ସବୁ କିଛି ହୋଇଛି ଏହି ସୋନାଲୀ ତାକୁ ବଞ୍ଚିବାକୁ ଦେଉ ନ ଥିଲା । ତେବେ ବାରମ୍ବାର କଷ୍ଟ ଦେଉଥିଲା ମୋ ପୁଅ କୁ ଓ ଯାହାକୁ ସେ ସହ୍ୟ କରି ପାରୁ ନ ଥିଲା ଓ ଯାହା ଫଳ ରେ ସେ ଆ-ତ୍ମ-ହ-ତ୍ୟା କରିଦେଲା ।

ତେବେ ଯାହା ପାଇଁ ସେ ଆ-ତ୍ମ-ହ-ତ୍ୟା କରିଛି କିନ୍ତୁ ତାଙ୍କୁ ଦ-ଣ୍ଡ ମିଳିଲା ନହିଁ , ତେବେ ସୌମ୍ୟ କୁ ନ୍ୟାୟ ମିଳି ନହିଁ ବୋଲି ତାଙ୍କ ଅତୃପ୍ତ ଆତ୍ମା ଘୁରି ବୁଲୁଛି । ତେବେ ସୋନାଲୀ ନନ୍ଦ ଙ୍କୁ ଯେବେ ଗିରଫ ହେବ ସେତେବେଳେ ସୌମ୍ୟ ଙ୍କ ଆତ୍ମା କୁ ଶାନ୍ତି ମିଳିବ । ତେବେ ମୋ ପୁଅ କୁ ନ୍ୟାୟ ନ ମିଳିଲେ ମୁଁ ପାଗଳ ହୋଇଜୀବୀ ।

ତେବେ ବନ୍ଧୁଗଣ ସୌମ୍ୟ ଙ୍କ ମୃତ୍ୟୁ ହେବା ର 2 ମାସ ହୋଇ ଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ସୌମ୍ୟ ଙ୍କୁ ନା ନ୍ୟାୟ ମିଳିଲା ନା ଦୋ-ଷୀ ଗିରଫ ହେଲା । ତେବେ ବନ୍ଧୁଗଣ ଏପଟେ ନିଜ ଏକ ମାତ୍ର ପୁଅ କୁ ହରାଇ ମା ପାଗଳ ହେଇଯିବ ବୋଲି କହୁଥିବା ସମୟ ରେ ଅନ୍ୟ ପଟେ ସୋନାଲୀ ଙ୍କୁ ବିବାହ କରାଇବାକୁ ଚାହୁଞ୍ଛାନ୍ତି ତାଙ୍କ ପରିବାର ଲୋକେ ତାହା ପୁଣି ଗୋପନ ରେ ବିବାହ କରିବେ ।

ତେବେ ବିବାହ ଦ୍ଵାରା ସୋନାଲୀ ଙ୍କୁ ନେଇ ଯାହା ବି କିଛି ଚର୍ଚ୍ଚା ଧରୁଛି ତାହା ବନ୍ଦ ହେବା ସହ ସୋନାଲୀ କୁ ଏହି କେହି ବି ଦଣ୍ଡ ଦେବା କୁ କହିବେ ନହିଁ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଖବର ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ॥

Leave a Reply

Your email address will not be published.