ବଡ ଖବର ଆସୁଛି ବାତ୍ୟା, ୭ରେ ଲଘୁଚାପ ସୃଷ୍ଟି ହେବ, ୯ରେ ଅବପାତ ହୋଇ ୧୧ ବାତ୍ୟାରେ ପରିଣିତି ହେବ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସବୁଠୁ ବଡ ଖବର ଆସି ଯାଇଛି ପାଣି ପାଗ କୁ ନେଇ , ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଯେ ଆମ ଓଡିଶା ର ପାଣିପାଗ କୁ ନେଇ କଣ ସୂଚନା ମିଳିଛି ଜାଣିବା , ବନ୍ଧୁଗଣ ଆସୁଛି ବାତ୍ୟା । ବଙ୍ଗୋପସାଗର ରେ ଗୋଟାଉଛି ବଳ , ତେବେ ଆସନ୍ତା 11 ତାରିଖ ରେ ବଙ୍ଗୋପସାଗର ରେ ବାତ୍ୟା ସମ୍ଭାବନା ରହିଛି ।


ତେବେ ବନ୍ଧୁଗଣ 7 ତାରିଖ ରେ ଲଘୁଚାପ ସୃଷ୍ଟି ହେବା ପରେ ପରବର୍ତ୍ତୀ ସମୟ ରେ 9 ତାରିଖ ରେ ଅବପାତ ରୂପ ନେଇ 11 ତାରିଖ ରେ ବାତ୍ୟା ହୋଇ ପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁ ପାଳକ କହିଛନ୍ତି , ତେବେ ବନ୍ଧୁଗଣ ବାତ୍ୟା ହେବ କି ନହିଁ ବର୍ତ୍ତମାନ ସମୟ ରେ କହି ହେବ ନହିଁ କାରଣ ବର୍ତ୍ତମାନ ସମୟ ରେ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ମତ୍ତ ଦେଉଛନ୍ତି ।


ତେବେ ବନ୍ଧୁଗଣ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ଯେ ଆଗାମୀ ମଙ୍ଗଳ ବାର ଓ ବୁଧ ବାର ଦିନ ରାଜ୍ୟ ର କିଛି ସ୍ଥାନ ରେ ବର୍ଷା ହୋଇ ପାରେ , ଘୁର୍ର୍ନି ବଳୟ ସୃଷ୍ଟି ହେବ ଏବଂ 7 ତାରିଖ ରେ ସୁଦ୍ଧା ଲଘୁଚାପ ର ରୂପ ନେବ ଓ ପରେ ପାଣିପାଗ କେତେ ଘନୀଭୂତ ହେଉଛି ତାହା ସ୍ପଷ୍ଟ ଭାବେ ଜଣା ପଡିବ । ବନ୍ଧୁଗଣ ଲଘୁଚାପ ହେବା ପରେ ଏହା ଧିକ ଘନୀଭୂତ ହେବ ନହିଁ ୟୂରୋପିଆନ ମଡେଲ ଅଷ୍ଟ୍ରେଲିଆନ ମଡେଲ ଆକଳନ କରିଛନ୍ତି ।

ଲଘୁଚାପ ପରେ ଏହା ତାମିଲନାଡୁ ଆଡ କୁ ଗତି କରିବ , ଏନସିଏଫ ଏବଂ ଜିଏଫଏମ ମଡେଲ କହିବାନୁଯାୟୀ ଯେ 7 ତାରିଖ ରେ ଲଘୁଚାପ ର ରୂପ ନେଇ ପରବର୍ତ୍ତୀ ସମୟ ରେ ଅବପାତ ର ରୂପ ନେଇ ବାତ୍ୟା ରେ ପରିଣତ ହୋଇପାରେ । ଏହା ପରେ ଏହା ପଶ୍ଚିମ ଦିଗ ରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ମୁହାଁଇବ , ତେବେ ଏହା ପରେ ଉତ୍ତର କୁ ଯାଇ ମିଆଁମାର ଓ ବାଂଲାଦେଶ ଆଡ କୁ ଜୀବ । ଯଦି ଏହା ଦିଗ ନ ବଦଳେ ଏହା ଦେଶ ର ଉପକୂଳ ଛୁଇଂବ ।


ତେବେ ବନ୍ଧୁଗଣ ଆମ ରାଜ୍ୟ ରେ ଗତ ଦୁଇ ଦିନ ବର୍ଷା ହେବା ର ସମ୍ଭାବନା ରହିଛି ଅନୁମାନ କରିଥିଲା କିନ୍ତୁ କୌଣସି ସ୍ଥାନ ରେ ବର୍ଷା ହୋଇ ନ ଥିଲା । ତେବେ ମାଲକାନଗିରି ,କୋରାପୁଟ, ନବରଙ୍ଗପୁର , ରାୟଗଡା, ଗଜପତି , ଗଞ୍ଜାମ,ବାଲେଶ୍ଵର ଜିଲ୍ଲା ରେ ମଙ୍ଗଲ ଓ ବୁଧ ବାର ବର୍ଷା ହେବା ର ସମ୍ଭାବନା ରହିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.