ଆପଣମାନେ ଜାଣିଥିବେ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିଷୟରେ। ସେମାନଙ୍କୁ କିଏ ବାନ ଜାଣନ୍ତି।ତେ ବେ ସେ ତାଙ୍କ ଦମଦାର ଅଭିନୟରେ ଲୋକ ମାନଙ୍କର ମନକିଣି ନେଇଥାନ୍ତି।ସେମାନେ ମଧ୍ଯ ସୋସିଆଲ ମିଡିଆ ରେ କିଛି ନାକିଛି ଲୋକ ମାନଙ୍କୁ ବାତ୍ତା ଦେଇଛନ୍ତି। ସୋସିଆଲ ମିଡିଆ ରେ ବ ହୁତ କିଛି ନୂଆ ରୂପରେ ନୂଆ ଢଙ୍ଗରେ କିଛିନା କିଛି କ ଥାକହି ଥାନ୍ତି ଓ କାମ କରି ଦେଖାଇ ଥାନ୍ତି।
ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିଷୟରେ ବହୁତ କିଛି ଜାଣିଥିବେ। ଯାହା ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ ଅନୁଭବ ଜଣେ ଅଭିନେତା ହେବା ସହିତ ବିଜେଡି ଦଳର ସାଂସଦ ଅଟନ୍ତି। ବର୍ଷା ଓ ଅନୁଭବ ଗତ କିଛି ବର୍ଷ ତଳେ ବିବାହ କରିଥିଲେ ମଧ୍ୟ ଏବେ ତାଙ୍କ ପାରିବାରିକ ସମସ୍ୟା କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟ ମଧ୍ୟରେ ଏକ ବଡ଼ ଖବର ପ୍ରକାଶ ପାଇଛି ଓ ଆଜି ଆମେ ଆପଣ ମାନଙ୍କୁ ଜଣାଉଛୁ ଏହି ଖବର ବିଷୟ ଉପରେ କିଛି କହିବାକୁ ଯାଉଛୁ।
ତା ହେଲେ ବନ୍ଧୁଗଣ ଏହି ବିଷୟରେ ଆସନ୍ତୁ ଜାଣିବା । ବେଶ କିଛିଦିନ ହେଲା ପାରିବାରିକ ସମସ୍ୟାକୁ ନେଇ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ଙ୍କ ଭିତରେ ଝଗଡା ସୃଷ୍ଟି ହୋଇଛି ବିବାଦ କେବଳ କୋର୍ଟ କଚେରିରେ ସୀମିତ ନଥିଲେ ମଧ୍ୟ ଏହା ସୋସିୟାଲ୍ ମିଡ଼ିଆ ରେ ଏହା ଉଭୟଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆରୋପ ଲାଗି ରୁହେ। ଯାହା ସାରା ଓଡିଶାବାସୀ ଜାଣନ୍ତି, କିନ୍ତୁ ଏବେ ଓଡ଼ିଆ ଙ୍କ ଆରଧ୍ୟ ଦେବତା ପ୍ରଭୂ ଜଗନ୍ନାଥଙ୍କ ଲାଗି ଦୁହିଁଙ୍କ ସ୍ୱର ଏକ ହୋଇଛି।
ବନ୍ଧୁଗଣ ସାଂସଦ ପିନାକୀ ମିଶ୍ରଙ୍କ ବକ୍ତବ୍ୟକୁ ଦୁହେଁ ସ୍ଵୀକାର କରିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। କେହିକେହି କହୁଛନ୍ତି ପ୍ରଭୂ ଜଗନ୍ନାଥଙ୍କ ପାଇଁ ବର୍ଷା ଅନୁଭବ ଏକାଠି ହେଲେ। ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠିଛି। ଶ୍ରୀମନ୍ଦିର ଚାରି ପଟରେ ବେଆଇନି ଭାବେ ଖନନ କାର୍ଯ୍ୟ କରା ଯାଉଥିଲା ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗି ପାର୍ଲାମେଣ୍ଟରେ କହି ଥିଲେ । ଏହାର ଉତ୍ତର ରେ ଶ୍ରୀମନ୍ଦିରର ପରିକ୍ରମା ରେ ଚରୋଟି ଟଏଲେଟ ନିର୍ମାଣ ହୋଇଥିଲା ବୋଲି ପିନାଖି ମିଶ୍ର ପାର୍ଲାମେଣ୍ଟରେ କହି ଥିଲେ।
ପିନାକୀ ପାର୍ଲାମେଣ୍ଟରେ ଉତ୍ତର ଦେଉଥିବା ବେଳେ ସାଂସଦ ଅନୁଭବ ମହାନ୍ତି ୟେସ ୟେସ କହିବା ସହ ଟେବୁଲକୁ ବାଡେଇ ଜୋରଦାର ରେ ସମର୍ଥନ କରିଥିଲେ। ସେତେବେଳେ ଅନୁଭବ ଙ୍କ ଏଭଳି ଏକ ସମର୍ଥନ କୁ ନେଇ ଜୋରଦାରେ ଚର୍ଚ୍ଚା ହୋଇଥିଲା। ଏହାର ମାତ୍ରକିଛି ଦିନ ମଧ୍ୟରେ ଅନୁଭବ ଙ୍କ ପତ୍ନୀ ବର୍ଷାପ୍ରିୟଦର୍ଶନୀ ଟ୍ବିଟ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଟାଗ୍ରେଟ କରିଛନ୍ତି। ଶ୍ରୀମନ୍ଦିର ପାଖରେ ଟଏଲେଟ ନଥିଲେ କ’ଣ କ’ଣ ସମସ୍ୟା ହୁଏ। ମନ୍ଦିରର କରିଡର ଭିତରେ ଭକ୍ତ ଙ୍କ ପାଇଁ ସୁବିଧା କୁ ବିରୋଧକୁ ନ କରା ଯାଉ ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।