ହିରୋ ବାବୁସାନ୍ (Babushan) ମା ଅପରାଜିତା (Aparajita Mohanty) ଙ୍କ ଲେଖିଥିବା ଗୀତାକୁ ଗାଈ ଚର୍ଚ୍ଚାରେ – ମାତ୍ର 4 ଘଣ୍ଟା ରେ 1 ମିଲିୟନ ରୁ ଅଧିକ … – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ କଳାକାର ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି କଳାକାର ମାନେ ନିଜ ଜବରଦସ୍ତ କଳା ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି ଙ୍କ ବିଷୟ ରେ ଜାଣିବା , ତେବେ ବର୍ତ୍ତମାନ ସମୟ ରେ ବାବୁଷାନ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ।


ତେବେ ବନ୍ଧୁଗଣ ବାବୁଷାନ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ଭାବେ ବେସ ପରିଚିତ , ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ବାବୁଷାନ ମହାନ୍ତି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେସ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ବାବୁଷାନ ମହାନ୍ତି ଙ୍କୁ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ ।

ତେବେ ଦର୍ଶକ ମାନେ ବାବୁଷାନ ଙ୍କ ଅଭିନୟ ଦେଖିବାକୁ ବେସ ପସନ୍ଦ କରି ଥାନ୍ତି କାରଣ ବାବୁଷାନ ଚଳଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଥିଲେ ମଧ୍ୟ ତାଙ୍କ ଅଭିନୟ ରେ ଅନେକ କମିଡି ଥାଏ ଓ ଯାହାକୁ ଦର୍ଶକ ମାନେ ଦେଖିବା ପରେ ବେସ ହସି ଥାନ୍ତି । ତେବେ ବନ୍ଧୁଗଣ ଦର୍ଶକ ମାନ ଙ୍କୁ ବାବୁଷାନ 2004 ମସିହା ରୁ ଅନେକ ଚଳଚିତ୍ର ରେ ଅଭିନୟ କରି ସେମାନ ଙ୍କୁ ମନୋରଞ୍ଜନ କରାଇ ଆସୁଛନ୍ତି ।

ତେବେ ତାଙ୍କ ସମସ୍ତ ଚଳଚିତ୍ର ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବାବୁଷାନ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ଏକ ମାତ୍ର ପୁଅ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବାବୁଷାନ ଭଲ ଅଭିନୟ କରିବା ସହ ଭଲ ଗୀତ ଗାଇଥାନ୍ତି । ତେବେ ଅତି ନିକଟ ରେ ବାବୁଷାନ ଙ୍କ ଏକ ଚଳଚିତ୍ର ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ।


ତେବେ ବନ୍ଧୁଗଣ ବାବୁଷାନ ଏହି ଗୀତ ଟି ଚର୍ଚ୍ଚା ର ହେବା କାରଣ ହେଉଛି ବାବୁଷାନ ଗାଉଥିବା ଗୀତ ଟି କୁ ଅପରାଜିତା ନିଜେ ଲେଖିଛନ୍ତି । ତେବେ ଏହି ଗୀତ ଟି ର ନାମ୍ ହେଉଛି ତୁମେ ଉଛୁଳା ନଦୀର ଜହ୍ନ ॥ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.