ଷ୍ଟେଜ ଉପରେ Viral ବୟ ସାନ୍ତୁନୁ(Santanu ) ଓ ଭାଇରାଲ ଗାର୍ଲ ରୀତିକା(Ritika) ଜବରଦସ୍ତ ରୋମାଣ୍ଟିକ୍ ସିନ୍ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ରିଆଲିଟି ସୋ ଓଡିଶା ର ନୂଆ ସ୍ଵର କୁ ଆପଣ ମାନେ ବେସ ଭଲ ଭାବ ରେ ଦେଖିଥିବେ । ତେବେ ଏହି ସୋ ଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଛି , ତେବେ ବନ୍ଧୁଗଣ ଆପଣ ମାନେ ଏହି ରିଆଲିଟି କୁନି ପ୍ରତିଭା ଙ୍କୁ ବେସ ଭଲ ଭାବ ରେ ଦେଖିଥିବେ ।

ତେବେ ଶାନ୍ତନୁ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପରିଚିତ , ତେବେ ନିଜ ସୁ ମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଇବା ସହିତ ଜବରଦସ୍ତ କମିଡି କରୁ ଥିବାର ମଧ୍ୟ ଦେଖିବାକୁ ମିଳିଥାଏ , ତେବେ ଦର୍ଶକ ଓ ଜଜ ମାନ ଙ୍କୁ ବେସ ମନୋରଞ୍ଜନ କରାଇ ଥାନ୍ତି ଶାନ୍ତନୁ । ତେବେ ଏହି ସୋ ମାଧ୍ୟମ ରେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଶାନ୍ତନୁ ଭାଇରାଲ ବଏ ନାମ ରେ ବେସ ପରିଚିତ , , ତେବେ ଶାନ୍ତନୁ ଭଲ ଗୀତ ଗାଇବା ସହ ଭଲ ଅଭିନୟ ଓ ନାଚ କରି ଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଶାନ୍ତନୁ ଓଡିଶା ର ଘର ଘରେ ପରିଚିତ , ତେବେ ବହୁତ କମ ବୟସ ରୁ ବେସ ଅଧିକ ନାମ କରିଛନ୍ତି ଶାନ୍ତନୁ ।

ତେବେ ବନ୍ଧୁଗଣ ଅତି ନିକଟ ରେ ଶାନ୍ତନୁ ଏହି ରିଆଲିଟି ସୋ ରେ ଆଉ ଜଣେ କୁନି ପ୍ରତିଭା ଯାହା ଙ୍କ ନାମ ରହିଛି ରୀତିକା , ତେବେ ସେ ମଧ୍ୟ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପରିଚିତ , ତେବେ ଉଭୟ ଅତି ନିକଟ ରେ ଏହି ରିଆଲିଟି ସୋ ଏକ ଗୀତ ଗାଇଛନ୍ତି ଯାହାର ନାମ ହେଉଛି ଯେ ମଲା ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ , ତେବେ ଏହି ଗୀତ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିବା ସହିତ ଜଜ ମାନ ଙ୍କୁ ମଧ୍ୟ ବେସ ପରିଚିତ ହୋଇଥିଲେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *