ନୂଆ ଆଲବମ ପାଇଁ Rupa Pintu ଙ୍କ ଶୁଟିଙ୍ଗ ସେଟର ହ-ଟ ଡ୍ୟାନ୍ସ ସୋସିଆଲ ମିଡିଆରେ ହେଲା ଭାଇରାଲ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଲୋକ ପ୍ରିୟ କାରଣ ଏହାରି ମାଧ୍ୟମ ରେ ଅନେକ ଲୋକ ବେଶ୍ ଲୋକ ପରିଚିତ ହୋଇଥାନ୍ତି ଓ ଭଲ ଅର୍ଥ ଉପାର୍ଜନ କରିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବଜେ ବର୍ତ୍ତମାନ୍ ସମୟ ରେ ଅଧିକାଂଶ ଲୋକ ମାନେ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲି ବେଶ୍ ଲୋକ ପରିଚିତ ହେବା ସହ ଭଲ ଟଙ୍କା ରୋଜଗାର କରି ପାରୁଛନ୍ତି ।

ତେବେ ବନ୍ଧୁଗଣ ଆମ ଓଡ଼ିଶା ର ଅଧିକାଂଶ ଲୋକ। ମାନେ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲି ଭଲ ଟଙ୍କା ରୋଜଗାର କରୁଛନ୍ତି , ଯେମିତି ରୂପା ପିନ୍ଟୁ ଖୁସି ଏକ୍ସପ୍ରେସ ଏହି ଚ୍ୟାନେଲ ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ରୂପା ଏବଂ ପିଣ୍ଟୁ ନିଜ ଜବରଦସ୍ତ ଅଭିନୟ ଓ ନାଚ ପାଇଁ ବହୁତ୍ କମ୍ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରୂପା ଓ ପିଣ୍ଟୁ ସୋସିଆଲ ମିଡିଆରେ ବେସ୍ ଚର୍ଚ୍ଚା ରେ ଅଛନ୍ତି ନିଜ ଭିଡିଓ ପାଇଁ ଓ ଏହି ଭିଡିଓ ଟି ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ହଁ ବନ୍ଧୁ ଏହି ଭିଡିଓ ରେ ରୂପା ଓ ପିଣ୍ଟୁ ଜବରଦସ୍ତ ନାଚ କରୁଛନ୍ତି ଏକ ଷ୍ଟୁଡିଓ ରେ ଯାହାର ରେକର୍ଡିଙ୍ଗ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବକୁ ମିଳିଛି ।

ତେବେ ବନ୍ଧୁଗଣ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ପିଣ୍ଟୁ ଙ୍କ ଗୋଡ ଙ୍କୁ ରୂପା ମୁଣ୍ଡିଆ ମାରିଛନ୍ତି ଓ ପିଣ୍ଟୁ ହସୁଥିବା ର ଦେଖିବାକୁ ମିଳିଛି
ତେବେ ଏହି ଯୋଡି ଙ୍କ ସହ ଆଉ କିଛି ଯୁବକ ଯୁବତୀ ମାନେ ତାଙ୍କ ପାଖ ରେ ନାଚୁଥିବାର ଦେଖିବାକୁ ମିଳିଛି , ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *