ଧିରେ ଧିରେ ବିଜେଡି ସାଂସଦ Anubhav ଙ୍କୁ ଦୂରେଇ ଦେଉଥିବା ସମୟରେ ପତ୍ନୀ Varsha ଙ୍କୁ ନିଜର କରୁଛି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ତଥା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବେଶ ଚର୍ଚ୍ଚା ରେ ଅଛନ୍ତି ନିଜ କାର୍ଯ୍ୟ କୁ ନେଇ । ହଁ ବନ୍ଧୁ ରାଜନୀତି କରୁଥିବା ଅନୁଭବ ମହାନ୍ତି ବର୍ତ୍ତମାନ ସମୟ ରେ ଏକ ରିଆଲିଟି ଶୋ ରେ ନଜର ଆସୁଛନ୍ତି ଓ ଅନ୍ୟପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ ଛାଡି ରାଜନୀତି ରେ , ହଁ ବନ୍ଧୁ ଆପଣ ମାନେ ଅଭିନେତ୍ରୀ ବର୍ଷା ଙ୍କୁ ପଞ୍ଚାୟତ ନିର୍ବାଚନ ରେ ପ୍ରଚାର କରୁଥିବାର ନିଶ୍ଚୟ ଦେଖିଥିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯାହା ବଡ ପ୍ରଶ୍ନ ଆସୁଛି ଯେ କଣ ସ୍ଵାମୀ ଙ୍କ ରାଜନୈତିକ ସ୍ଥାନ କୁ ଅଧିକାର କରିବେ କି ବର୍ଷା । ତେବେ ବର୍ତ୍ତମାନ ସମୟ ରେ ବିଜେଡି ପ୍ରାର୍ଥୀ ମାନ ଙ୍କ ପାଇଁ ପ୍ରଚାର କରୁଛନ୍ତି ମାନେ ନେତାଗିରି କରୁଛନ୍ତି ଓ ଅନୁଭବ ବର୍ତ୍ତମାନ ଟିଭି ସୋ ରେ ଦାଦାଗିରି କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଅନୁଭବ ନିଜ ଶୁଟିଙ୍ଗ ସେଟ ରେ ସଂପୂର୍ଣ୍ଣ ଭାବେ ବ୍ୟସ୍ତ ଥିବା ସମୟ ରେ ବର୍ଷ ନିର୍ବାଚନ ପାଇଁ ବେସ ବ୍ୟସ୍ତ ଅଛନ୍ତି ।

ତେବେ ବନ୍ଧୁଗଣ ଉଭୟ ଙ୍କ ବିବାଦ ପରେ ଦଳୀୟ ରେ ଅନୁଭବ ମହାନ୍ତି ଏକ ପ୍ରକାର ବାହାରେ ରହୁଥିବା ସମୟ ରେ ବର୍ଷା ବିଜେଡି ର ନିକଟର ହେଉଛନ୍ତି । ତେବେ ବନ୍ଧୁଗଣ ଯଦି ଆମେ 2017 ମସିହା ର କହିବା ତେବେ ବିଜେଡି ର ଟ୍ରମ୍ଫ କାର୍ଡ ଥିଲେ ଅନୁଭବ , ତେବେ 2019 ରେ ସାଧାରଣ ନିର୍ବାଚନ ପାଇଁ ବୈଜନ୍ତ ପଣ୍ଡା ଙ୍କ ବିରୋଧ ରେ ଠିଆ ହୋଇ ବିଜଯ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ଅନୁଭବ ଏକ ରିଆଲିଟି ସୋ ରେ ବ୍ୟସ୍ତ ଅଛନ୍ତି । ତେବେ ରାଜନୀତି ରେ କିଏ ଇନ କରୁଛି ଓ କିଏ ଆଉଟ କରିଛି ତାହା ଜଣା ପଡି ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *