ପ୍ରଥମ ଥର ପାଇଁ ନିଜ ପ୍ରେ-ମି-କା ସହ ସାମ୍ନାକୁ ଆସିଲା ଓଡିଆ ଧାବିକା ଦୂତୀ ଚାନ୍ଦ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଦୌଡ ରାଣୀ ଦୁତୀ ଚାନ୍ଦ ବେସ ଚର୍ଚ୍ଚା ରେ ଅଛନ୍ତି , ଦୁତୀ ଚାନ୍ଦ ନିଜ ପ୍ରେମ କାହାଣୀ କୁ ନେଇ ବର୍ତ୍ତମାନ ସବୁଠି ବେସ ଚର୍ଚ୍ଚା ରେ ଅଛନ୍ତି , ତାହେଲେ ବନ୍ଧୁଗଣ ପାରିବାରିକ ପତ୍ରିକା କାଦମ୍ବିନୀ କଭର ପେଜ ପାଇଁ ଫଟୋସୁଟ ବେଳେ ତାଙ୍କ ପାର୍ଟନର ଙ୍କ ସହ ଥିବା ସମ୍ପର୍କ କୁ ଦୁତୀ କହିଛନ୍ତି , ପ୍ରେମ ର ଆରମ୍ଭ ଠାରୁ ଆଗ କୁ ଏକାଠି ହୋଇ ରହିବା ବୋଲି ଅନେକ କଥା କହିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦୁତୀଚାନ୍ଦ ନିଜ ପାର୍ଟନର ଙ୍କ ସହିତ ବହୁତ ସାରା ଫଟୋ ସୁଟ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି , , ତେବେ ପତ୍ରିକା ପାଇଁ ଦୁତୀ ଚାନ୍ଦ ଓ ତାଙ୍କ ପ୍ରେମିକା ଙ୍କ ଫଟୋ ସୁଟ ସମୟ ରେ ଦୁଇ ଜଣକ ସମ୍ପର୍କ କୁ ନେଇ ଆଲୋଚନା କରିଥିଲେ କାଦମ୍ବିନୀ ର ସମ୍ପାଦିକା , ତେବେ ସବୁକିଛି ଉଭୟ କହିଛନ୍ତି ନିଜ ସମ୍ପର୍କ ବିଷୟ ରେ ।

ତାହେଲେ ବନ୍ଧୁଗଣ 2017 ରେ ଗାଁ ଖୁଦୁରୀକୁଣୀ ପୂଜା ରେ ଦୁତୀ ମୋନାଲିସା ଙ୍କୁ ଦେଖିଥିଲେ , ତେବେ ପରେ ଉଭୟ ଙ୍କ ସମ୍ପର୍କ ବଢିବା ପରେ ପରସ୍ପର କୁ ସାଥି ଭାବେ ବାଛି ନେଇଥିଲେ ତେବେ ଦୁତୀ ମୋନାଲିସ ଙ୍କୁ ଅନେକ ଉପହାର ଦେଇଛନ୍ତି ଓ ଉଭୟ ଭାଳେଣ୍ଟାଇନ ଏକାଠି ହୋଇ ପାଳନ କରିଛନ୍ତି ବୋଲି ମୋନାଲିସା ସମସ୍ତ ଙ୍କ ସାମ୍ନା ରେ କହିଛନ୍ତି । ତେବେ ଦୁତୀ ମଧ୍ୟ କହିଛନ୍ତି ଏବେ ଏକାଠି ରହିଛୁ ଓ ଆଗ କୁ ମଧ୍ୟ ମୋନାଲିସା ଙ୍କ ସହ ରହିବେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *