ଯାତ୍ରା ଜଗତ ର ଲୋକପ୍ରିୟ ଅଭିନେତ୍ରୀ ମାମା (Mama Panigrahi) କହିଲେ ନିଜ ଜୀବନର କିଛି ଅକୁହା କଥା – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ସମୟ ରେ ଅନେକ ପେଜ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଜଣାଇବା କୁ ପାଉଥିବେ , ତାହେଲେ ବନ୍ଧୁଗଣ ଆଜି ଆମେ ଜଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ଲୋକ ପ୍ରିୟ ଅଭିନେତ୍ରୀ ମାମା ପାଣିଗ୍ରାହୀ , ତେବେ ଏଜି ଆମେ ଏହି ଅଭିନେତ୍ରୀ ଙ୍କ ଅତୀତ ବିଷୟ ରେ ଜାଣିବା । ତାହେଲେ ଆସନ୍ତୁ ଜାଣିବା ,

ତାହେଲେ ବନ୍ଧୁଗଣ ମାମା ହେଉଛନ୍ତି ଜଣେ ବ୍ରାହ୍ମଣ ପରିବାର ର , ତେବେ ତାଙ୍କ ଜୀବନ ରେ ଦେଖା ଦେଇଥିବା ଅଭାବ ଆଜି ତାଙ୍କୁ ଏତେବାଟ ଆଣିଛି । ହଁ ବନ୍ଧୁ ଏହି ଅଭିନେତ୍ରୀ ଙ୍କ ଖେଳ ସମୟ ରେ ସେ ଘର ର ପରିସ୍ଥିତି ଦେଖି ଘର ଛାଡିପଳାଇ ଆସିଥିଲେ ଗାଁ ରେ ପଡିଥିବା ଯାତ୍ରା ପାଟି ଗାଡିରେ । ତେବେ ସେ ସମୟ ରେ ତାଙ୍କୁ ମାତ୍ର 9 ବର୍ଷ ହୋଇଥିଲା , ତେବେ ଯାତ୍ରା ଜଗତ ରେ ଶିଶୁ କଳାକାର ଓ ପରେ ନାଚ କରୁଥିଲେ ମାମା । ତେବେ ଅନେକ କଷ୍ଟ ଓ ସଂଘର୍ଷ କରି ସେ ଆଜି ଏକ ନୂଆ ପରିଚୟ ପାଇଛନ୍ତି । ତେବେ ପରବର୍ତ୍ତୀ ସମୟ ରେ ମାମା ଘର କୁ ଫୋନ କରିଥିଲେ ଓ ମାମା ଙ୍କ ପରିବାର ଲୋକ ତାଙ୍କ କଥା ସୂନୀ ବହୁତ ଖୁସି ହୋଇ ଯାଇଥିଲେ ।

ତାହେଲେ ବନ୍ଧୁଗଣ ମାମା ଙ୍କ ମାଉସୀ ଡ୍ରାମା ରେ ଅଭିନୟ କରୁଥିବାରୁ ସେ ବହୁତ ଖୁସି ହୋଇଥିଲେ , ତେବେ ଅଭିନେତ୍ରୀ ମାମା ଅନେକ ଥର ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ଓ କେବେ ନେଗେଟିଭ ଚରିତ୍ର ରେ ନଜର ଆସୁଥିଲେ । ତାହେଲେ ବନ୍ଧୁଗଣ ଏହି ଜବରଦସ୍ତ ଅଭିନୟ ପାଇଁ ସେ ବର୍ତ୍ତମାନ ସମୟ ରେ ଓଡିଶା ର ଘରେ ଘରେ ପରିଚିତ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *