କାହିଁକି ଏମିତି ଲେଖିଲେ ବର୍ଷା ? ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଅଭିନେତ୍ରୀ ବର୍ଷା ନୂଆ ପୋଷ୍ଟ – ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ନିଜ ବିବାଦ ପାଇଁ ବେସ ଚର୍ଚ୍ଚା ରେ ଅଛନ୍ତି ଓ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ବିବାଦ ସମାଧାନ ହେବା ପରିବର୍ତ୍ତେ ଦିନ କୁ ଦିନ ଏହା ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଂସଦ ବା ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି ଦୁଇ ଯୋଡି ନିଜ ଜବରଦସ୍ତ ଅଭିନୟ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ପରିଚିତ , ତେବେ ଏହି ଯୋଡି ବେସ ଲୋକ ପ୍ରିୟ ହେବା ପରେ ପରସ୍ପର କୁ ସେଟ ସେଟ ରୁ ଭଲଥିଲେ ଓ ପରବର୍ତ୍ତୀ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ ବର୍ତ୍ତମାନ ସମୟ ରେ ଉଭୟ ନିଜ ପାରିବାରିକ ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ତାହେଲେ ବନ୍ଧୁଗଣ ଉଭୟ ଙ୍କ ବିବାଦ ର ସମାଧାନ ବର୍ତ୍ତମାନ ସମୟ ରେ କୋର୍ଟ ରେ ଚାଲିଥିବା ସମୟ ରେ ଉଭୟ ନିଜ ବିବାଦ କୁ ନେଇ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ସୋସିଆଲ ମିଡିଆ ରେ ପୋସ୍ଟ କରିଥିବା ଏକ ଫଟୋ ବେସ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ ଏହି ଅଭିନେତ୍ରୀ ବର୍ଷା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଫଟୋ ପୋଷ୍ଟ କରି ତାର କ୍ୟାପ୍ସନ ରେ ଉଲ୍ଲେଖ କରିଛନ୍ତି ଯେ moon is alone but still it shines in the darkness , believe you can and you will ଏହାର ଅର୍ଥ ହେଲା ଯେ ଚାନ୍ଦ ମଧ୍ୟ ଏକୁଟିଆ ସେ ମଧ୍ୟ ଅନ୍ଧାର ଜଳସୀ ଉଠେ , ଯଦି ଆପଣ କୌଣସି ଜିନିଷ କରି ପାରିବେ ଓ ବିଶ୍ବାସ ମଧ୍ୟ କରୁଛନ୍ତି ତାହେଲେ ନିଶ୍ଚୟ କରି ପାରିବେ , ତେବେ ଏହି ଲେଖା ଟି କଣ ପାଇଁ ଲେଖିଲେ ବର୍ଷା କଣ ବର୍ଷା ନିଜ ଏକୁଟିଆ ଭାବୁଛନ୍ତି କି , ତେବେ ଏହି ପୋଷ୍ଟ ଟି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି ।

ତାହେଲେ ବନ୍ଧୁଗଣ ଏହା ପୂର୍ବ ରୁ ଅନୁଭବ ଅଭିଯୋଗ ଆଣିଥିଲେ ଯେ ବର୍ଷା ସ୍ପାଉଜ କାର୍ଡ ଫାଇଦା ଉଠାଉଛନ୍ତି ବୋଲି ଅନୁଭବ ଅଭିଯୋଗ ଆଣିଥିଲେ ଓ କହିଥିଲେ ଏହାକୁ ନେଇ ମିଡିଆ ଆଗରେ ସବୁ କିଛି କୁହନ୍ତୁ ବୋଲି ଅନୁଭବ ବର୍ଷା ଙ୍କୁ କହିଥିଲେ , ତେବେ ଅନୁଭବ ଏହି ପ୍ରତିକ୍ରିୟା ଦେବା ପରେ ବର୍ଷା ତାଙ୍କ ସୋସିଆଲ ମିଡିଆ କାଉଣ୍ଟ ରେ ଜଣାଇଥିଲେ ସମସ୍ଯା ଠାରୁ ଅଧିକ ଶକ୍ତିଶାଳୀ ହେବା କୁ ଆହ୍ଵାନ ଦେଇଥିଲେ ॥ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *