“ପଇସା ପାଇଁ ମିହିର ମୋ ସହ ଲଢେ଼ଇ କରୁଥିଲା, କହୁଥିଲା…”ମିହିର ଦାସ ଙ୍କ ପୁରୁଣା ସ୍ମୃତିକୁ ମନେ ପକେଇ କାନ୍ଦି ପକେଇଲେ Subash Ratha – ଦେଖନ୍ତୁ ଭିଡ଼ିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମିହିର ଦାସ ବର୍ତ୍ତମାନ ସମୟ ରେ ଆମ ଗହନ ରେ ଆଉ ନାହାଁନ୍ତି , ତେବେ ସେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କ ମୃତ୍ୟୁ ଘଟିଛି । ତାହେଲେ ବନ୍ଧୁଗଣ ଏହି ଅଭିନେତା ଙ୍କ ମୃତ୍ୟୁ ହେବା ପରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ ଓ ସ୍ଵର୍ଗତ ମିହିର ଦାସ ଙ୍କ ଅତିତ କୁ ମନେ ପକାଇ ଅନେକ ଅଭିନେତା ମାନେ ଆଖି ରୁ ଲୁହ ଝରାଇ କହିଥିଲେ ।

ତେବେ ବର୍ତ୍ତମାନ ସମୟ ରେ ସୁବାସ ରଥ ଅଭିନେତା ମିହିର ଦାସ ଙ୍କୁ ମନେ ପକାଇ ତାଙ୍କ ଅତୀତ ବିଷୟ ରେ କିଛି କହିଛନ୍ତି ଓ କହୁଥିବା ସମୟ ରେ ତାଙ୍କ ଆଖି ରୁ ଲୁହ ମଧ୍ୟ ଆସିଯାଇଛି , ତେବେ ବନ୍ଧୁଗଣ ସେ କହିଛନ୍ତି ଯେ ଦିନେ ମିହିର ଦାସ ମେକପ ରୁମ ରେ ବସିଥାଏ ମୁ ତା ପାଛ ପଟୁ ଯାଇ ତାକୁ କୁଣ୍ଢାଇ ଦେଲି ଓ ତେବେ ସେ ମୋତେ କହିଲା ଯେ ସାଙ୍ଗ ମୁଁ ତୋ ଉପରେ ରାଗି ନହିଁ ରେ ମୁ ଦୁଃଖ ଅଛି ମୋ ଡ୍ରେସ ତା ମାଗିବେ ମାଗିବିନି ଆଉ ମୁଁ କେବେ ଏମିତି ଡ୍ରେସ ମାଗିବୀ ନହିଁ ।

ତେବେ ତାର ଜୀବନ ରେ ଯେତେ ପ୍ରୋବ୍ଲେମ ଓ ସମସ୍ଯା ରହିଥିଲେ ମଧ୍ୟ ସେ କାହାକୁ କୁହେ ନହିଁ । ତେବେ ଭଗବାନ ତାକୁ ଏମିତି ଶରୀର ଦେଇଛନ୍ତି ଓ ସୁନ୍ଦର ଆଖି ମଧ୍ୟ ଦେଇଛନ୍ତି ଯେ କେହି ବି ଜାଣି ପାରିବେ ନହିଁ ସେ ମନ ଦୁଃଖ କରିଛି ବୋଲି । ତେବେ ଏହି ଭଳି କିଛି କହିବା ପରେ ସେ କହିଥିଲେ ଯେ ସେତେବେଳେ ମିହିର , ହର ପଟ୍ଟନାୟକ ଏବଂ ମୁଁ ବହୁତ ସଂଘର୍ଷ କରିଥିଲୁ , ଆମ ପକେଟ ରେ ପଇସା ନଥିଲା ହେଲେ ଆମର ମନ ଥିଲା ତେବେ ଏହି ଭଳି କିଛି କହିଥିଲେ ଓ କହିବା ସମୟ ରେ ଆଖି ରୁ ଲୁହ ମଧ୍ୟ ବାହାରି ଆସିଥିଲା ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *