ତାରିଣୀ ଆଖିର ତାରା ସିରିଏଲ ଅଭିନେତ୍ରୀ ତାରା (Asima pati) ପ୍ରଥମ ଥର ପାଇଁ ତାଙ୍କ ପ୍ରେ-ମ ସମ୍ପର୍କ ବିଷୟରେ କହିଲେ, ଜାଣନ୍ତୁ ତାଙ୍କ ପ୍ରେମ କିଏ ? -ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଯେ ଆମ ଓଡିଆ ଧାରାବାହିକ ରେ ଅନେକ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ନିଜ ଶୁ-ଟି-ଙ୍ଗ ସେଟ ର ଦୃଶ୍ୟ ହେଉ ବା ନିଜ ନିଜ ବ୍ୟ-କ୍ତି-ଗ-ତ ଜୀବନ ର ଭିଡିଓ କୁ ପୋଷ୍ଟ କରି ବେସ ଚର୍ଚ୍ଚା ରେ ରୁହନ୍ତି ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ , ଜଣେ ଲୋକ ପ୍ରିୟ ଅଭିନେତ୍ରୀ ନିଜ ପ୍ରେମ ସମ୍ପର୍କ ବିଷୟ ରେ କହିଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଅସୀମା ପତି ।

ସେ ତାରିଣୀ ଆଖିରେ ତାରା ଧାରାବାହିକ ରେ ତାରା ଚରିତ୍ର ରେ ଅଭିନୟ କରିଛନ୍ତି , ତେବେ ସେ ଏକ ରିଆଲିଟି ସୋ ରେ ନିଜ ବ୍ୟକ୍ତିଗତ ଜୀବନ ବିଷୟ ରେ କହିଛନ୍ତି । ହଁ ବନ୍ଧୁ ସେ ସବୁଠୁ ବଡ କଥା ହେଇଛନ୍ତି ଯେ ସେ ଦୀର୍ଘ 4 ବର୍ଷ ହେଲା ଜଣେ ଯୁବକ ଙ୍କ ପ୍ରେ-ମ ସମ୍ପର୍କ ରେ ଅଛନ୍ତି ଓ ସେହି ଯୁବକ ଜଣକ ଙ୍କ ତାଙ୍କୁ ସବୁ ଜିନିଷ ରେ ସପୋର୍ଟ କରିଥାନ୍ତି । ତେବେ ଉଭୟ ଙ୍କ ପ୍ରେମ ବିଷୟ ରେ ଉଭୟ ଘର ଲୋକ ଜାଣିଛନ୍ତି ଓ ଉଭୟ ଙ୍କ ବିବାହ ଘର ମଧ୍ୟ ଆଗାମୀ ଦିନ ମାନ ଙ୍କ ରେ ହେବା କୁ ଯାଉଛି ।

ତେବେ ସେ ନିଜ ବିଷୟ ରେ ଅନେକ କିଛି କହିଛନ୍ତି , ତେବେ ସେ 2019 ରେ ରଜ କୁଇନ ର ଫାଇନାଲ କୁ ଆସିଥିଲେ ଏବଂ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ , ତେବେ ତାଙ୍କୁ ଯେଉଁ ଧାରାବାହିକ ରେ ଅଭିନୟ କରିବାକୁ ଦିଆଯାଏ ସେଥିରେ ସେ ବହୁତ ଖୁସି । ତେବେ ଧାରାବାହିକ ରେ ଅଭିନୟ କରିବା ସହ ଚଳଚିତ୍ର ମଧ୍ୟ ଅଭିନୟ କରିବା ପାଇଁ ବେସ ଇଚ୍ଛା ପ୍ରକାଶ କରିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *