Bidusmita କହିଲେ Mihir Das ଆମ ଇଣ୍ଡଷ୍ଟ୍ରି ପାଇଁ ମାଇଲଷ୍ଟୋନ ଥିଲେ, ଏମିତି କଥା କହିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଅଭିନେତା ମିହିର ଦାସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଓ ଆମ ମାନଙ୍କ ଠାରୁ ଦୂରେଇ ହୋଇ ଯାଇଛନ୍ତି ଯେ ଆଉ ସେ କେବେ ବି ଫେରିବେ ନହିଁ ।


ତାହେଲେ ବନ୍ଧୁଗଣ ଅଭିନେତା ମିହିର ଦାସ ଏକ ଘରୋଇ ହସ୍ପିଟାଲ ରେ ଚି-କି-ତ୍ସା-ଧୀ-ନ ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଛି । ତେବେ ତାଙ୍କ ପ-ର-ଲୋ-କ ଖବର ଜାଣିବା ପରେ ସମସ୍ତେ ମନ ଦୁଃ-ଖ କରିଥିଲେ । ତେବେ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଜାଣିବା ପରେ ଦୁଃ-ଖ ପ୍ରକାଶ କରିଥିଲେ । ମିହିର ଦାସ ଙ୍କ ବି-ୟୋ-ଗ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ବଡ କ୍ଷ-ତି ହୋଇଛି ଓ ଯେଉଁ କ୍ଷ-ତି କେବେ ବି ପୂରଣ ହୋଇ ପାରିବ ନହିଁ ।

ତାହେଲେ ବନ୍ଧୁଗଣ ମିହିର ଦାସ ଙ୍କ ସ୍ମୃତି ଙ୍କୁ ମନେ ପକାଇ ଅନେକ ଅଭିନେତା ଓ ଅଭିନେତ୍ରୀ ମନେ ନିଜ ପ୍ରତିକ୍ରିୟା ରଖିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ବିଦୂସ୍ମିତା ମିହିର ଦାସ ଙ୍କୁ ନେଇ କଣ ପ୍ରତିକ୍ରିୟା କହୁଛନ୍ତି ଜାଣିବା । ତେବେ ସେ କହିଛନ୍ତି ଅଭିନେତା ମିହିର ଦାସ ମୃ-ତ୍ୟୁ ଓଡିଆ ଅଭିନୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷ-ତି ।

ତେବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି କୁ ଯାହା ଦେଇଛନ୍ତି ତାହା ଅନ୍ୟ କେହି ବି ଦେଇ ପାରିବେ ନହିଁ , ତେବେ ତାଙ୍କ ଠାରୁ ମୁଁ ଅନେକ କିଛି ଶିଖିଛି । ତେବେ ଏହି ଭଳି ଭାବେ ବିଦୂସ୍ମିତା ନିଜ ପ୍ରତିକ୍ରିୟା ରଖୁଥିବା ସମୟ ରେ ଆଖି ରୁ ଲୁହ ବାହାରି ଆସିଥିଲା । ତାହେଲେ ବନ୍ଧୁଗଣ ମିହିର ଦାସ ଙ୍କ ଦେ-ହା-ନ୍ତ ହେବା ପରେ ତାଙ୍କ ପରିବାର ଦୁଃ-ଖ ରେ ଭାଙ୍ଗି ପଡିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *