ଓଡିଶାର ଲୋକପ୍ରିୟ କୋରିୟୋଗ୍ରାଫର Saswat Joshi ଙ୍କ ସହ ରଙ୍ଗବତୀ ଗୀତରେ ନାଚିଲେ Bollywood ଷ୍ଟାର Govinda – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରି ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ବଲିଉଡ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ଜାଣିଥିବେ । ତେବେ ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ଓ ଭାରତ ର ସବୁ ଘରେ ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ଗୋବିନ୍ଦା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ,


ତେବେ ଏହି ଜଣକ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ ବହୁ ସାରା ଚଳଚିତ୍ର । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତା ଗୋବିନ୍ଦା ଗତ କିଛି ଦିନ ତଳେ ଓଡିଶା ଆସିଥିଲେ ଓ ଡ୍ୟାନ୍ସ ଓଫ ଓଡିଶା ରିଆଲିଟି ସୋ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ତେବେ ଏହି ରିଆଲିଟି ସୋ ରେ ଗୋବିନ୍ଦା ବହୁତ ସରା ମଜା ମସ୍ତି କରିଥିଲେ । ତେବେ ଏହି ରିଆଲିଟି ସୋ ରେ ସ୍ଟେଜ ସୋ ରେ ଅଭିନେତା ଗୋବିନ୍ଦା ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ସହ ରଙ୍ଗବତୀ ଗୀତ ରେ ନାଚ କରୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ,

ତାହେଲେ ବନ୍ଧୁଗଣ ଏହି ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ବହୁ ପରିମାଣ ରେ ପସନ୍ଦ କରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୃଶ୍ୟ ଟି ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *