Mihir das ଙ୍କ କିଛି ଅଭୂଲା କଥା କହିଲେ ଅଭିନେତା Kuna Tripathy, ମିହିରଙ୍କ ବାହାଘରରେ ବରଯାତ୍ରୀ ଯାଇଥିଲେ ଓ ଫୋନରେ ଶେଷ କଥା ଏମିତି କହିଥିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ମିହିର ଦାସ ଙ୍କ ଶରୀର ପଞ୍ଚଭୂତ ରେ ଲୀନ ହୋଇ ସାରିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମିହିର ଦାସ ଏକ ଘରୋଇ ହସ୍ପିଟାଲ ରେ ଚି-କି-ତ୍ସା-ଧୀ-ନ ଅବସ୍ଥା ରେ ତାଙ୍କ ଦେ-ହା-ନ୍ତ ହୋଇ ଯାଇଛି । ତେବେ ତାଙ୍କ ପ-ର-ଲୋ-କ ରେ ବହୁ ବରିଷ୍ଠ କଳାକାର ମାନେ ଶୋ-କ ପ୍ରକାଶ କରିଛନ୍ତି । ତେବେ ତାଙ୍କ ଅ-ନ୍ତି-ମ ସଂସ୍କାର ସମୟ ରେ ବହୁତ ଭଲ ଭାବ ରେ ସମ୍ପନ୍ନ ହୋଇଥିଲା ଓ ସେଠାରେ ବହୁ ଅଭିନେତା ଏବଂ ଦର୍ଶକ ମାନେ ଉପସ୍ଥିତ ଥିଲେ ।


ତାହେଲେ ବନ୍ଧୁଗଣ ଅଭିନେତା ମିହିର ଦାସ ଙ୍କୁ ନେଇ ଅଭିନେତା କୁନା ତ୍ରିପାଠୀ କହିଛନ୍ତି ଯେ କଟକ ରେ ଆମେ ଦୁହେଁ ନାଟକରେ ଅଭିନୟର ଖଡି ଛୁଇଁଥିଲୁ, ତାପରେ ସେହି ନାଟକ ରୁ ଆକାଶବାଣୀ ଓ ପରବର୍ତ୍ତୀ ସମୟ ରେ ମିହିର ଭାଇନ ଙ୍କ ସହ ଚଳଚିତ୍ର କୁ ଆସିବା , ତେବେ ଆମେ ଦୁଇ ଜଣ ଗୋଟିଏ ଥାଳି ରେ ଖାଇଛୁ , ତେବେ ମନେ ପଡିଯାଉଛି ସେହି ମିହିର ଭାଇ ର ବାହାଘର କଥା । ବରଯାତ୍ରୀ ଯିବା ର କଥା ।

ତେବେ ଆମ ମାନ ଙ୍କ ବାହାଘର ରେ ସେ ମୁରବି ହୋଇ ରହିବ ଆମ ଘରେ । ତେବେ ବଡ ଭାଇ ଟା ଚାଲିଗଲା । ସେ ସଦା ବେଳେ କହେ କାହିଁକି ଏମିତି ଠିଆ ହେଉଛୁ , କାହିଁକି ସେମିତି ବସିଛୁ , କାହିଁକି ସେମିତି କଥା କହୁଛୁ ଓ ଏହି ଅଭିନୟ ରେ ଏମିତି କାହିଁକି କଲୁ ଆଉ ଟିକେ ଏମିତି କରିଥିଲେ ଭଲ ହୋଇଥାନ୍ତା । ତେବେ ଏହି ଭଳି ମୋତେ କହୁଥିବା ଲୋକ ଆଉ ଦୁନିଆ ରେ ନାହାଁନ୍ତି ।

ବଡ ଭାଇ ଭଳି ପାଟି କରିବା , ରାତି 12 ଟା ରେ ଫୋନ କଲେ ବିନା ପ୍ରଶ୍ନ ରେ ପହଞ୍ଚୁ , ତେବେ ବିପଦ ଏବଂ ସ୍ତ୍ରୀ ସହ ଝ-ଗ-ଡା ହୋଇଥିଲେ ମଧ୍ୟ ଆମେ କାହାକୁ ଆଉ କହିବାର ନହିଁ । ସେ ମୋର ବଡ ଭାଇ ଥିଲେ , ତେବେ ଏହି ଭଳି ଭାବେ ଅନେକ କିଛି କହିଛନ୍ତି କୁନା ତ୍ରିପାଠୀ ଆଖି ରେ ଲୁହ ଝରାଇ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *