ବାପାଙ୍କ ପାଇଁ ଏମିତି କରିଲେ ପୁଅ Amlan Das, ଦେଖିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ମାନ ଙ୍କ ପ୍ରିୟ ଅଭିନେତା ମିହିର ଦାସ ଆମ ଗହଣ ରେ ଆଉ ନାହାଁନ୍ତି । ତାହେଲେ ବନ୍ଧୁଗଣ ମିହିର ଦାସ ଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁତ ଆଗ କୁ ଯାଇ ପାରିଛି । ତେବେ ବର୍ତ୍ତମାନ ସମୟ ରେ ମିହିର ଙ୍କ ଶରୀର ପଞ୍ଚଭୂତ ରେ ଲୀନ ହୋଇ ସାରିଛି ଓ ସମସ୍ତ ଦର୍ଶକ ଏବଂ ଅଭିନେତା ଓ ଅଭିନେତ୍ରୀ ମାନେ ଦୁଃ-ଖ ପ୍ରକାଶ କରିଛନ୍ତି ।

ତାହେଲେ ବନ୍ଧୁଗଣ ଅନେକ ଦର୍ଶକ ଓ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ଶେଷ ଦର୍ଶନ କରିଥିଲେ କଟକ ରେ ଥିବା ତାଙ୍କ ବାସ ଭବନ ରେ । ତେବେ ବନ୍ଧୁଗଣ ମିହିର ଦାସ ଙ୍କ ସେସ କୃତ୍ୟ କାର୍ଯ୍ୟ ଟି ଭଲ ଭାବ ରେ ସମ୍ପନ ହୋଇଥିଲା । ତେବେ ତାଙ୍କ ଦେ-ହା-ନ୍ତ ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ଯେଉଁ କ୍ଷ-ତି ସହିଛି ତାହା କୁ କେହି ବି ପୂରଣ କରି ପାରିବେ ନହିଁ ସେ ସେହିଭଳି ଅପୂରଣୀୟ ହୋଇ ରହିବ ।

ତାହେଲେ ବନ୍ଧୁଗଣ ଅଭିନେତା ମିହିର ଦାସ ନିଜ ଜବରଦସ୍ତ ଦୀର୍ଘ 40 ବର୍ଷ ହେଲା କରି ଆସୁଥିଲେ , ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ରେ ମିହିର ଦାସ ବେସ ପାରଙ୍ଗମ , ତେବେ କେତେବେଳେ ନିଜ ଅଭିନୟ ରେ ଦର୍ଶକ ମାନ ଙ୍କୁ କ-ନ୍ଦା-ଇ ଥାନ୍ତି ତ କେତେବେଳେ ହସାଇ ଥାନ୍ତି । ତେବେ ତାଙ୍କ ଦେ-ହା-ନ୍ତ ପରେ ସାରା ଓଡିଶା ବାସୀ ଦୁଃ-ଖ ପ୍ରକାଶ କରିଛନ୍ତି ।

ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଆମେ ଦୁଇ ଜଣ ଦୁଇ ଭାଇ ଭଳି ଥିଲୁ , ଯେମିତି ଗୋଟିଏ ପଇସା ରେ ଯେମିତି ଦୁଇଟି ପାର୍ଶ୍ଵ ଥାଏ ଠିକ ସେହିଭଳି ଆମ ସମ୍ପର୍କ ଥିଲା । ତାହେଲେ ବନ୍ଧୁଗଣ ଗତକାଲି ମିହିର ଦାସ ଙ୍କ ସ୍ମୃତି ରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା , ତେବେ ଏଥିରେ ଅନେକ ସମ୍ପର୍କୀୟ ଓ ପ୍ରଶଂସକ ଓ ଅନେକ କଳାକାର ମାନେ ଯୋଗ ଦେଇଥିଲେ । ତେବେ ଅମ୍ଳାନ ମଧ୍ୟ ଯୋଗ ଦେଇ ତାଙ୍କ ପିତା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତେବେ ରାମଗଡ ଠାରୁ ଚଣ୍ଡିଛକ ପର୍ଯ୍ୟନ୍ତ ଏହି କ୍ୟାଣ୍ଡେଲ ରାଲି ହୋଇଥିଲା ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *