ଓଡିଆ ସିନେମା ଇଣ୍ଡଷ୍ଟ୍ରି ହରେଇକି ସବୁକିଛି ହରେଇଦେଇଛି, ମିହିର ଦାସ (Mihir Das) ମୋ ଗୁରୁ ଥିଲେ, ଏମିତି କହିଲେ Sritam Das – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅଭିନେତା ମିହିର ଦାସ ଆମ ଗହଣ ରେ ଆଉ ନାହାଁନ୍ତି । ତେବେ ତାଙ୍କ ପ-ର-ଲୋ-କ ହେବା ପରେ ସମସ୍ତେ ଦୁଃ-ଖି-ତ ଓ ଓଡିଆ ଇଣ୍ଡଷ୍ଟ୍ରି ମଧ୍ୟ ମିହିର ଙ୍କ ପାଇଁ ବେସ ଦୁଃ-ଖି-ତ । ତେବେ ଆପଣ ମାନେ ଜାଣିଥିବେ ଅଭିନେତା ମିହିର ଦାସ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।


ତେବେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହ ଏକ ସ୍ଵତନ୍ତ୍ର ପରିଚୟ ପାଇଥିଲେ । ତାହେଲେ ବନ୍ଧୁଗଣ ଅଭିନେତା ମିହିର ଦାସ ବାସ୍ତବିକ ଜୀବନ ରେ ଜଣେ ଭଲ ମଣିଷ , ତେବେ ବର୍ତ୍ତମାନ ସମୟ ରେ ସେ ଆଉ ଆମ ଗହଣ ରେ ନାହାଁନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁ-ରୁ-ତ-ର ଥିବା ରୁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।

ତେବେ ସେ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ଦେ-ହା-ନ୍ତ ହୋଇ ଯାଇଥିଲା । ତେବେ ତାଙ୍କ ପ-ର-ଲୋ-କ ହେବା ର ଖବର ଶୁଣି ଓଡିଶା ର ଦର୍ଶକ ମାନେ ଓ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନେ ଦୁଃ-ଖ ପ୍ରକାଶ କରିଥିଲେ । ତେବେ ଅଭିନେତା ଶ୍ରିତମ ମଧ୍ୟ ଏହି କଥା କୁ ଏଇ ବେସ ମନ ଦୁଃ-ଖ କରିଛନ୍ତି ଓ ସେ କହିଛନ୍ତି ଯେ ।

ତାଙ୍କ ପାଖ ରୁ ମୁଁ ଅନେକ କିଛି ଶିଖିଛି କିନ୍ତୁ ତାଙ୍କର ହଠାତ ମୃ-ତ୍ୟୁ ହୋଇଯିବା କେବେ ବି ଭାବି ନଥିଲି ଓ ସେ ଆହୁରି କହିଛନ୍ତି ଯେ ତାଙ୍କ ଭଳି ଗୁରୁ ଆଉ ମିଳିବ ନହିଁ , ସେ ମିହିର ଙ୍କ ଠାରୁ ତାଙ୍କ ଜୀବନ ରେ ଅନେକ କିଛି ଶିଖିଛନ୍ତି , ତେବେ ତାଙ୍କ ଭଳି ଜଣେ ଭଲ ମଣିଷ ମୁଁ କେଉଁଠାରେ ବି ଦେଖି ନହିଁ , ଏହି ଭଳି ଭାବେ ଅନେକ କଥା କହିଛନ୍ତି ଦୁଃ-ଖ ପ୍ରକାଶ କରି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *