ସରକାରଙ୍କ ବଡ ଘୋଷଣା, ନିଜ ସ୍ତ୍ରୀ ଙ୍କ ନାମରେ ଖୋଲନ୍ତୁ ଏହି ଆକାଉଣ୍ଟ ଏବଂ ପାଆନ୍ତୁ ୪୫ ହଜାର ଟଙ୍କା! ଜାଣନ୍ତୁ କେମିତି ପାଇବେ

ରାଜ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ସରକାର ଙ୍କ ର ଏମିତି ଯୋଜନା ବିଷୟ ରେ ଜଣାଇବୁ ଯେଉଁ ଯୋଜନା ରେ ଆପଣ ଙ୍କ ପତ୍ନୀ ଙ୍କ ଆକାଉଣ୍ଟ କୁ ମାସ କୁ ମାସ ଟଙ୍କା ଆସିବ । ଆପଣ ମାନେ ପେନସନ ଯୋଜନା ରେ ବିନିଯୋଗ କରି ପାନ ମାନ ଙ୍କ ପତ୍ନୀ ଙ୍କୁ ଆତ୍ମନିର୍ଭରଶୀଳ କରାଇ ପାରିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ନିଜ ପତ୍ନୀ ଙ୍କ ନାମ ରେ ଏକ ଏନପିଏସ ଖାତା ଖୋଲନ୍ତୁ , ତେବେ 60 ବର୍ଷ ପୂରଣ ହେବା ପରେ 1 ଲକ୍ଷ ଟଙ୍କା ମିଳିବ ଓ ଏହା ସହିତ ସେ ପ୍ରତି ମାସ ପେନସନ ଭାବ ରେ ନିୟମିତ ଆଯ ପାଇବେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏନପିଏସ ଆକାଉଣ୍ଟ ଖୋଲିବା ପରେ ସ୍ଥିତ କରି ପରିବୀ ଯେ ଆପଣ ମାନ ଙ୍କ ପତ୍ନୀ ମାନ କେତେ ଟଙ୍କା ପେନସନ ପାଉଛନ୍ତି । ଏହା ଗୋଟିଏ ଭଲ ଯୋଜନା କାରଣ ପତ୍ନୀ ଙ୍କୁ 60 ବର୍ଷ ହେବା ମାତ୍ର କେ ସେ କାହା ଉପରେ ନିର୍ଭର କରିବାକୁ ପଡିବନି । ତାହେଲେ ବନ୍ଧୁଗଣ ଏହି ଆକାଉଣ୍ଟ ଖୋଲିବା ପରେ ଆପଣ ମାନେ ପ୍ରତି ମାସ କିମ୍ବା ବର୍ଷ କୁ ଟଙ୍କା ଜମା କରି ପାରିବେ ।

ତେବେ ଏହି ଯୋଜନା ରେ 1 ହଜାର ଟଙ୍କା ଠାରୁ ପତ୍ନୀ ଙ୍କ ନାମ ରେ ଆକାଉଣ୍ଟ ଖୋଲି ପାରିବେ ଆପଣ ମାନେ , ହଁ ବନ୍ଧୁ ଯଦି ଆପଣ ମାନେ ନିଜ ପତ୍ନୀ ଙ୍କ ନାମ ରେ ଏହି ଆକାଉଣ୍ଟ ଖୋଲୁଛନ୍ତି ଓ ଆପଣ ମାନ ଙ୍କ ପତ୍ନୀ ଙ୍କ ବୟସ 30 , ତେବେ ଆପଣ ମାନେ ପ୍ରତି ମାସ ରେ 5 ହଜାର ଟଙ୍କା ବିନିଯୋଗ କରନ୍ତି ତେବେ ବାର୍ଷିକ 10 ପ୍ରତିଶତ ଋଟର୍ଣ୍ଣ ପାଇବେ , ତେବେ ପତ୍ନୀ ଙ୍କ 60 ବର୍ଷ ବୟସ ହେବା ପରେ ତାଙ୍କ ଆକାଉଣ୍ଟ ରେ 1,12 କୋଟି ଟଙ୍କା ପାଇବେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *