ସୁର ରାଉତ ପହଞ୍ଚିଲେ ଓଡିଆ ସିଙ୍ଗର କୂଳଦୀପ (Kuldeep) ଓ ଇପ୍ସିତା (Ipseeta) ଙ୍କ ବାହାଘରରେ, ତାଙ୍କ କଥା ଶୁଣିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଓ ଗାୟିକା ଅଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଏହି ଗାୟିକା ଓ ଗାୟକ ମାନ ଙ୍କ ଙ୍କ ଜବରଦସ୍ତ ଗୀତ ତାଙ୍କ ସୁ ମଧୁର କଣ୍ଠ ରୁ ବେସ ଭଲ ଭାବ ରେ ଶୁଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ଗାୟକ କୁଳଦୀପ ଓ ଗାୟିକା ଇପ୍ସିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଯୋଡି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ଉଭୟ ନିଜ କଣ୍ଠ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ନିଜ ଗୀତ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘରେ ପରିଚିତ । ତାହେଲେ ବନ୍ଧୁଗଣ ଉଭୟ ବିବାହ ଅଧିକ ନିକଟ ରେ ସରି ଯାଇଛି ଓ ଉଭୟ ଙ୍କ ବେସ ଧୁମଧାମ ର ଏ ହୋଇଥିଲା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଉଭୟ ଙ୍କ ବିବାହ ଘରେ ବହୁ ସାରା ସେଲିବ୍ରେଟି ମାନେ ଯୋଗଦାନ କରିଥିଲେ ଓ ବହୁତ ସାରା ମଜା ମସ୍ତି କରିଥିଲେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯଦି ଙ୍କ ବିବାହ ସ ସମସ୍ତ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥିଲେ ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆ ବେସ ଭାଇରାଲ ହେବା ରେ ଲାଗିଛି ।

ଏହି ଭିଡିଓ କୁଳଦୀପ ଓ ଈପ୍ସିତା ଙ୍କ ବିବାହ ଘର ରେ ଜଟଣୀ ବିଧାୟକ ସୁର ରାଉତ ଯୋଗ ଦେଇଥିଲେ ଓ ଉଭୟ ଙ୍କୁ ଆର୍ଶୀବାଦ ଦେଇ ମାଡି ଚାଲ କହି ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ଏହି ଦୃଶ୍ୟ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ଲାଗିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *