ଶାଶୂ ଘରେ ଓଡିଆ ହିରୋଇନ ସୋମାଲିନ (Somalin Parida) ଙ୍କୁ ଶାଶୂ ଓ ନଣନ୍ଦ ଖୁଆଇ ଦେଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ନିଜ ଅଭିନୟ ପାଇଁ ଯେତିକି ଲୋକ ପ୍ରିୟ ହୋଇଥାନ୍ତି ସେତିକି ଚର୍ଚ୍ଚା ରେ ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ । ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ଯେଉଁ ମାନେ ନିଜ ଅଭିନୟ ଜାରି ରଖିଛନ୍ତି ଓ କିଛି ଅଭିନେତ୍ରୀ ମାନେ ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି , ତେବେ ଏହି ସମସ୍ତ ଅଭିନେତ୍ରୀ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବେସ ଚର୍ଚ୍ଚା ରେ ରୁହନ୍ତି ।

ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ଯିଏ ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ରହିଥିଲେ ମଧ୍ୟ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୋମାଲିନ ଅତି ନିକଟ ରେ ନିଶୀଥ ନାୟକ ଙ୍କୁ ବିବାହ କରିଛନ୍ତି । ସୋମାଲିନ ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ସୋମାଲିନ ବିବାହ ପୂର୍ବ ରୁ ଯେଉଁ ଭଳି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହି ବେସ ଚର୍ଚ୍ଚା ରହୁଥିଲେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ରହି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ନିଜ ଭିଡିଓ ଓ ଫଟୋ ପାଇଁ ବେସ ଚର୍ଚ୍ଚା ରେ ରହୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସୋମାଲିନ ଙ୍କୁ ନିଜ ନଣନ୍ଦ ଓ ସାସୁ ହାତ ରେ ଖୁଆଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.