ଭାଇ ସବ୍ୟସାଚୀ (Sabyasachi) ଓ ଭାଉଜ ଅର୍ଚ୍ଚିତା (Archita) ଯାଇ ହିରୋଇନ ଗୁନଗୁନ (Gungun) ଙ୍କ ଶାଶୂ ଘରେ ପହଞ୍ଚିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବା ଲୋକ ପ୍ରିୟ ଆଙ୍କର ଭାବେ ଘରେ ଘରେ ପରିଚିତ ଥିବା ଗୁନଗୁନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଆପଣ ମାନେ ଜାଣିଥିବେ ଏହି ବିବାହ ଘର ରେ ଓ ରିଷେପ୍ସନ ପାର୍ଟି ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନେ ଉପସ୍ଥିତ ଥିଲେ ।


ଆପଣ ମାନେ ନିଶ୍ଚୟ ଗୁନଗୁନ ଙ୍କ ବିବାହ ଘର ଭିଡିଓ ସୋସିଆଲ ମିଡିଆ ରେ ନିଶ୍ଚିନ୍ତ ଭାବ ରେ ଦେଖିଥିବେ , ଗୁନଗୁନ ଙ୍କ ବିବାହ ଘର ଟି ବେସ ଧୁମଧାମ ରେ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ଗୁନଗୁନ ତାଙ୍କ ଶାଶୁଘରେ ବେସ ହସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ବିବାହ ଘର ପାର୍ଟି ରେ ଓ ରିଷେପ୍ସନ ରେ ଲୋକ ପ୍ରିୟ ଅଭିନେତା ସବ୍ୟସଚୀ ଓ ଅର୍ଚ୍ଚିତା କୌଣସି ନା କୌଣସି କାରଣ ରୁ ଆସି ପାରି ନଥିଲେ ।

ତାହେଲେ ବର୍ତ୍ତମାନ ସମୟ ରେ ସବ୍ୟଶଚି ଓ ଅର୍ଚ୍ଚିତା ଏକାଠି ହୋଇ ଗୁନଗୁନ ଙ୍କ ଶାଶୁଘର କୁ ଆସିଛନ୍ତି ଓ ଅର୍ଚ୍ଚିତା ଏବଂ ଗୁନଗୁନ ବହୁ ସାରା ମଜା ମସ୍ତି କରିଛନ୍ତି ଓ ଏହି ମଜା ମସ୍ତି ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସବ୍ୟଶଚି ଓ ଅର୍ଚ୍ଚିତା ଏକାଠି ହୋଇ ବର୍ତ୍ତମାନ ସମୟ ରେ ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି ।

ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ଶାଶୁଘର କୁ ସବ୍ୟଶଚି ଓ ଅର୍ଚ୍ଚିତା ଏକାଠି ହୋଇ ଯାଇଛନ୍ତି । ତେବେ ଆପଣ ମାନେ ଆମର ଏହି ପେଜ ରେ ସେହି ମଜା ମସ୍ତି କରୁଥିବା ର ଦୃଶ୍ୟ ଦେଖିବାକୁ ପାଉଥିବେ ॥

Leave a Reply

Your email address will not be published. Required fields are marked *