ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ରେ ସିଦ୍ଧାନ୍ତ ଙ୍କ ଝିଅ ସାଇସିଦ୍ଧି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ସେହି ଅଭିନେତ୍ରୀ ଜଣକ ନିଜ ଅଭିନୟ ସହିତ ଭଲ ଆଙ୍କରିଙ୍ଗ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି

ହଁ ବନ୍ଧୁ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଗୁନଗୁନ , ତାହେଲେ ଆପଣ ମାନେ ଗୁନଗୁନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ଏକ ସ୍ଵତନ୍ତ୍ର ପରିଚୟ ପାଇ ପରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଅଭିନୟ ଦେଖିବା ସହ ବହୁ ରିଆଲିଟି ସୋ ରେ ଜବରଦସ୍ତ ଆଙ୍କରିଙ୍ଗ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ବିବାହ ଅତି ନିକଟ ରେ ସରିଯାଇଛି ଓ ଏହି ବିବାହ ଘର ଟି ବେସ ଧୁମଧାମ ରେ ହେବା ସହିତ ହସ ଖୁସି ରେ ସମ୍ପନ୍ନ ହୋଇଥିଲା , ତାହେଲେ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ରେ ଦେଖୁଥିବେ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ବହୁ ଦୃଶ୍ୟ । ତେବେ ବନ୍ଧୁଗଣ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ଘର ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଉପସ୍ଥିତ ଥିଲେ ଓ ଗୁନଗୁନ ଙ୍କ ସହିତ ମଧ୍ୟ ବହୁସାରା ଫଟୋ ଉଠାଇଥିଲେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *