ସକାଳୁ ସକାଳୁ ଅଭିନେତ୍ରୀ ସୋମାଲିନଙ୍କ (Somalin Parida) ଗୋଡ ମୋଡିଲେ ତାଙ୍କ ସ୍ଵାମୀ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି । ତାହେଲେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କିଛି ନା କିଛି କାରଣ ରୁ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି , ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ଓ ବର୍ତ୍ତମାନ ସମୟ ରେ ତାଙ୍କ ବିବାହ ଘର ହୋଇ ଯାଇଛି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା , ତାହେଲେ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ସୋମାଲିନ ନିଶୀଥ ନାୟକ ଙ୍କୁ ବିବାହ କରିଛନ୍ତି , ହଁ ବନ୍ଧୁ ଏହି ବିବାହ ଘାଟ ଟି ବେସ ଧୁମଧାମ ରେ ହୋଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ ସୋମାଲିନ ନିଜ ଶାଶୁଘରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ସୋମାଲିନ ନିଜ ଶାଶୁଘରେ ଥିଲେ ମଧ୍ୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ସୋମାଲିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ନା କିଛିଭିଡିଓ ପୋଷ୍ଟ କରିଥାନ୍ତି , କେତେବେଳେ ନିଜ ସ୍ଵାମୀ ସହିତ ଓ କେତେବେଳେ ନିଜ ଶାଶୁ ଙ୍କ ସହିତ ଭିଡିଓ କରି ପୋଷ୍ଟ କରିଥାନ୍ତି , ତାହେଲେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ନିଶୀଥ ସୋମାଲିନ ଙ୍କ ଗୋଡ ଘସୁଥିବାର ଦେଖିବାକୁ ମିଳିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *