ଏବେ ଯୁବ ଯୁବତୀ ମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେଲା, ଗା-ର୍ଲ-ଫ୍ରେ-ଣ୍ଡ ରଖିଲେ ଯିବାକୁ ପଡିବ ଜେ-ଲ – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆସିଗଲା ବଡ ଖବର ଯେ ଏଣିକି ଗା-ର୍ଲ-ଫ୍ରେ-ଣ୍ଡ ରଖିଲେ ଯିବା କୁ ପଡିବ ଜେଲ , ଏହି କଥା ଟି ଶୁଣିବା ପରେ ପ୍ରେମୀ ଯୁଗଲ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ କାରଣ ବର୍ତ୍ତମାନ ସମୟ ରେ ସମସ୍ତେ ନିଜ ପ୍ରେମିକା ସହିତ ବୁଲିବା ଖାଇବା ଭଳି ଅନେକ କାର୍ଯ୍ୟ କୁ ବେସ ପସନ୍ଦ କରିଥାନ୍ତି ।

ତେବେ ବନ୍ଧୁଗଣ ଆପଣ ଚିନ୍ତା କରନ୍ତୁ ନାହିଁ କାରଣ ଆମେ ଯେଉଁ ବିଷୟ ରେ କହିବାକୁ ଯାଉଛି ସେ ଅଲଗା ଦେଶ ର ଯେଉଁ ଦେଶ ରେ ଯୁବକ ଓ ତାଙ୍କ ପ୍ରେମିକା ଙ୍କ ସହିତ ଧରା ପଡିଗଲେ ଜେ-ଲ ହେବା ସହିତ ଦ-ଣ୍ଡ ମଧ୍ୟ ମିଳିଥାଏ ଓ ଯାହାକି ବେସ କ-ଷ୍ଟ-ଦା-ୟ-କ ହୋଇଥାଏ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସବୁଦେଶ ରେ ଭିନ୍ନଭିନ୍ନ ଆଇନ ରହିଥାଏ , ତେବେ ପଡୋଶୀ ଦେଶ ପାକିସ୍ତାନ ରେ ଯଦି କୌଣସି ଯୁବକ ନିଜ ପ୍ରେମିକା ସହିତ ଧରା ପଡନ୍ତି ତାହେଲେ ସିଧା ସଳଖ ସେମାନ ଙ୍କୁ ଜେ-ଲ ଦ-ଣ୍ଡ ମିଳିବ , ସେଥିପାଇଁ ଯୁବକ ଓ ଯୁବତୀ ମାନେ ବିବାହ ପୂର୍ବ ରୁ କୌଣସି ପ୍ରକାର ବନ୍ଧୁତା କରନ୍ତି ନହିଁ ।


ସେହିପରି ୟୁଏଇ ରେ ମଧ୍ୟ ଯଦି କେହି ନିଜ ଗାର୍ଲଫ୍ରେଣ୍ଡ ଙ୍କ ହାତ ଧରି ଯାଇ ପାରିବେ ନହିଁ , ଯଦି କେହି ନିଜ ଗାର୍ଲଫ୍ରେଣ୍ଡ ଙ୍କ ସହ ଦେଖା ହୁଅନ୍ତି ତାହେଲେ ତାଙ୍କ ବିରୋଧ ରେ ଦୃଶ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଠିକ ସେହିଭଳି ଚାଇନା ରେ ମଧ୍ୟ ଯଦି ଝିଅ ଟି ତାକୁ ଛୁଇଂବା ଅନୁମତି ଦେଇ ନହିଁ ତାହେଲେ ଆପଣ ମାନେ ଆଦୌମ ଛୁଇଂ ପାରିବେ ନହିଁ କି ତାଙ୍କ ହାତ ଧରି ପାରିବେ ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *