ଓଡିଆ ହିରୋଇନ ଗୁନଗୁନ(Gungun) ଙ୍କ ବିବାହରେ ଓଡିଶାର ବଡ ବଡ କଳାକାର ମାନେ ଯୋଗ ଦେଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ।ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନେ ବିବାହ କରିଛନ୍ତି , ତାହେଲେ ବନ୍ଧୁଗଣ ଯେମିତି ଗତକାଲି ଅଭିନେତ୍ରୀ ଗୁନୁଗୁନ ଙ୍କ ବିବାହ ଘର ସରିଯାଇଛି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ଗୁନୁଗୁନ ଯିଏ କି ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ ଲୋକ ପରିଚିତ । ଏହି ଅଭିନେତ୍ରୀ ଜଣକ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘରେ ଘରେ ପରିଚିତ ,  ଠିକ ସେହିଭଳି ଏହି ଅଭିନେତ୍ରୀ ଜଣକ ବହୁ ସାରା ରିଆଲିଟି ଶୋ ରେ ଜବରଦସ୍ତ ଆଙ୍କରିଙ୍ଗ କରି ଲୋକ ପ୍ରିୟ ଆଙ୍କର ଭାବେ ବେଶ ପରିଚିତ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଅଭିନେତ୍ରୀ ଗୁନୁଗୁନ , ତେବେ ଗତକାଲି ବିବାହ ଘର ଟି ବେଶ ଧୂମଧାମ ରେ ହୋଇଥିଲା ଓ ହସ ଖୁସି ରେ ସମ୍ପନ ହୋଇଥିଲା । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନୁଗୁନ ବିବାହ ଘର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ଆପଣ ମାନେ ମଧ୍ୟ ଆମର ଏହି ପେଜ ରେ ବିବାହ ଘର ଦୃଶ୍ୟ ବେସ ଭଲ ଭାବ ରେ ଦେଖି ପାରୁଥିବେ । ତାହେଲେ ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଉଭୟ ବେସ ଖୁସି ରେ ରୁହନ୍ତୁ ଓ ବୈବାହିକ ଜୀବନ ଭଲ ସୁଖମୟ ହେଉ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *