କଣ କରନ୍ତି Ollywood ଅଭିନେତ୍ରୀ ମାନଙ୍କର ସ୍ଵାମୀ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଚଳିତ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାହେଲେ ଆଜି ଆମେ ଆମର ଏହି ପେଜ ଜାଣିବା ଯେ ଅଭିନେତ୍ରୀ ମାନ ଙ୍କ ସ୍ଵାମୀ ମାନେ କଣ କରୁଛନ୍ତି , ତାହେଲେ ଆସନ୍ତୁ ଜାଣିବା


ଅର୍ଚ୍ଚିତା – ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ କିଏ ବା ନ ଜଣେ , ଓଡିଶା ର ଘରେ ପରିଚିତ ଏହି ଅଭିନେତ୍ରୀ ଜଣକ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସାବ୍ୟଶଚି ମିଶ୍ର ଙ୍କୁ ବିବାହ କରିଛନ୍ତି , ତେବେ ସବ୍ୟସାଚୀ ଜଣେ ଅଭିନେତା ହେବା ସହିତ ସାମାଜିକ କର୍ମୀ ।
ଜାଙ୍କଲିନ – ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ରେ ବିଜେତା ହେବା ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜାଙ୍କଲିନ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି ଓ ଅରବିନ୍ଦ ଜଣେ ଲୋକ ପ୍ରିୟ ଅଭିନେତା ।


ଦିପ୍ତିରେଖା ପାଢୀ – ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସିପତି ଜଣେ ଭଲ ଗାୟକ ହେବା ସହିତ ଭଲ ଅଭିନେତ୍ରୀ ମଧ୍ୟ , ତେବେ ଦୀପ୍ତି ଙ୍କ ସ୍ଵାମୀ ଙ୍କ ନାମ ହେଉଛି ସୌମ୍ଯରଞ୍ଜନ ଶତପଥି ।

ସୋମାଲିନ – ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ବିଜେତା ହେବା ବହୁତ କମ ଦିନ ପର୍ଯ୍ୟନ୍ତ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ । ସୋମାଲିନ ଅତି ନିକଟ ରେ ନିଶୀଥ ଙ୍କୁ ବିବାହ କରିଛନ୍ତି । ତେବେ ନିଶୀଥ କୋଲକାତା ର ଏକ ଆଇଟି କମ୍ପାନୀ ରେ କାମ କରୁଛନ୍ତି ।


ସୋନାଲୀ ଓଝା – ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଗତକାଲି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ତେବେ ବର୍ତ୍ତମାନ ସମୟ ରେ ସେହିଭଳି କିଛି ସୂଚନା ମିଳିନାହିଁ ଯେ ଷୋନାଲୀ ଙ୍କ ସ୍ଵାମୀ କେଉ କାର୍ଯ୍ୟ କରୁଛନ୍ତି , ତେବେ ଆଗାମୀ ଦିନ ମାନ ଙ୍କ ଭିତରେ ନିଶ୍ଚୟ ଜଣା ପଡିଯିବ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *