ବଳ ଗୋଟାଉଛି ବାତ୍ୟା, ୨୪ ଘଣ୍ଟାରେ ହେବ ବାତ୍ୟା, କାଲି ଠାରୁ ବଦଳିବ ପାଣିପାଗ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସମ୍ଭାବ୍ୟ ବାତ୍ୟା ଆଣ୍ଡାମନ ସାଗର ରେ ବଳ ଘୋଟଉଛି , କେନ୍ଦ୍ରୀୟ ଆଣ୍ଡାମନ ସାଗର ରେ ପହଞ୍ଚିଛି ଲଘୁଚାପ କ୍ଷେତ୍ର , ତେବେ ଏହା ପଶ୍ଚିମ ,ଉତ୍ତର ପଶ୍ଚିମ ଦିଗ ରେ ଗତି କରିବା ରେ ଆସନ୍ତା କାଲି ମାନେ 2 ତାରିଖ ରେ ଅବପାତ ରୂପ ନେବ । ତେବେ ଆସନ୍ତା 24 ଘଣ୍ଟା ବା 3 ତାରିଖ୍ ରେ ଏହା ବଙ୍ଗୋପସାଗର ରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ।

ତେବେ ଏହା ପରେ ଓଡିଶା ଉପକୂଳ ମୁହାଁ ହେବ ବାତ୍ୟା ଯାହାଫଳ ରେ କି ଓଡିଶା ର ଉପକୂଳ ରେ 3 ତାରିଖ ରୁ ବର୍ଷା ହେବା ସହିତ ପବନ ମଧ୍ୟ ହେବ । 3 ତାରିଖ ମଧ୍ୟ ରାତ୍ରି ରୁ ପବନ ବଢି ଘଣ୍ଟା ପ୍ରତି 45 ରୁ 50 କିଲୋମିଟର ରହିବ , ତେବେ ପରବର୍ତ୍ତୀ ସମୟ ମାନେ ଆସନ୍ତା 4 ତାରିଖ ରେ ବାତ୍ୟା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରା ପ୍ରଦେଶ ରେ ଉପକୂଳ ରେ ପହଞ୍ଚିବ ।

ତେବେ ଉପକୂଳ ରେ ପହଞ୍ଚିଲେ ମଧ୍ୟ ତୁରନ୍ତ ଉପକୂଳ ଅତିକ୍ରମ କରିବ ନହିଁ ଉପକୂଳ ରୁ ଉତ୍ତର ଓ ଉତ୍ତର ପୂର୍ବ ଦିଗ କୁ ଗତି କରିବ ଓ ଯାହାର ପ୍ରଭାବ ଓଡିଶା ଉପକୂଳ ରେ ଅଧିକ ରହିବ । ତେବେ 3 ତାରିଖ ରୁ ଓଡିଶା ରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯିବ ଓ ପବନ ର ବେଗ ଘଣ୍ଟା ପ୍ରତି45 ରୁ 50 କିଲୋ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ବାତ୍ୟା ସ୍ଥଳ ଭାଗ ଛୁଇଂବା ପରେ ପବନ ର ବେଗ ବଢିପାରେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *