ବାହାଘର ପରେ ପ୍ରଥମ ଥର ସ୍ଵାମୀଙ୍କ ସହ ବୁଲିବା ପାଇଁ ଗଲେ ଅଭିନେତ୍ରୀ ସୋମାଲିନ (Somalin Parida) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ,ଯିଏ କି ଅତି ନିକଟ ରେ ନିଶୀଥ ନାୟକ ଙ୍କୁ ବିବାହ କରିଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏହି ଅଭିନେତ୍ରୀ ଙ୍କ ଏକ ଦୃଶ୍ୟ ବିଷୟ ରେ କହିବୁ ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ଲାଗିଛି । ତାହେଲେ ଆସନ୍ତୁ ଜାଣିବା ,


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ବହୁ କମ ଦିନ ଅଭିନୟ ରେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଥିଲେ , ତେବେ ଏହି ଅଭିନେତ୍ରୀ ଦୀର୍ଘ ବର୍ଷ ହେଲା ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ରହିଛନ୍ତ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋମାଲିନ ନିଶୀଥ ଙ୍କୁ ବିବାହ କରି ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୋମାଲିନ ବିବାହ ପୂର୍ବ ରୁ ଯେଉଁ ଭଳି ଭାବେ ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଥିଲେ ବର୍ତ୍ତମାନ ସମୟ ରେ ମଧ୍ୟ ବିବାହ ପରେ ନିଜ ସ୍ଵାମୀ ଙ୍କ ସହିତ ସୋସିଆଲ ମିଡିଆ ବେସ ଆକ୍ଟିଭ ରହୁଛନ୍ତି ।

ତେବେ ସୋମାଲିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ହେଉ ବା ଭିଡିଓ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସୋମାଲିନ ନିଜ ସ୍ଵାମୀ ନିଶୀଥ ଙ୍କ ସହିତ କାର ରେ ପ୍ରଥମ ଥର ପାଇଁ ବୁଲିବାକୁ ଯାଇଛନ୍ତି ଓ ବହୁ ସାରା ମଜାମସ୍ତି କରିଛନ୍ତି ଓ ଏହି ମଜାମସ୍ତି ର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *