ବାହାଘର ପୂର୍ବରୁ ମାମୁଁ ଘରେ ବାଡୁଅ ଖିଆ ଖାଇଲେ ଅଭିନେତ୍ରୀ ଗୁନଗୁନ (Gungun) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ବିବାହ ର ସିଜିନ ଚାଲିଛି , ତେବେ ସାଧାରଣ ବ୍ୟକ୍ତି ଙ୍କ ଠାରୁ ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ବିବାହ ବନ୍ଧନ ରେ ଆବଦ୍ଧ ହେଉଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର କିଛି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ସାରିଛନ୍ତି । ଆଜି ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିବାହ ଘର ,

ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଗୁନଗୁନ ଙ୍କ ଆଜି ବିବାହ ଘର , ତେବେ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ନିଜ ଆଙ୍କରିଙ୍ଗ ପାଇଁ ସେ ଘରେ ଘରେ ପରିଚିତ । ଏହି ଅଭିନେତ୍ରୀ ଜଣକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ବେସ ଆକ୍ଟିଭ ରହୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆଜି ଆମେ ସେହି ଭିଡିଓ ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଗୁନଗୁନ ଙ୍କ ହଳଦୀ ରେଶମ ,ମେହେନ୍ଦି ,ମଙ୍ଗନ ସରିଯାଇଛି ଓ ବର୍ତ୍ତମାନ ସମୟ ରେ ଗୁନଗୁନ ତାଙ୍କ ମାମୁଁ ଘର କୁ ଯାଇଛନ୍ତି ଓ ନିଜ ମାମୁଁ ଘରେ ବାଡୁଆ ଖିଆ ଖାଇଛନ୍ତି ଓ ଏହି ଖାଇବାର ଦୃଶ୍ୟ କୁ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ତେବେ ଏହି ବାଡୁଆ ଖିଆ ରେ ଗୁନଗୁନ ଙ୍କୁ ବହୁ ପ୍ରକାର ସ୍ଵାଦିଷ୍ଟ ଜିନିଷ ଖାଇବାକୁ ଦିଆ ଯାଇଥିଲା ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *