ଅଭିନୟ ଛାଡିବା ପରେ ଏବେ କଣ କରୁଛନ୍ତି ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ମେଘ୍ନା ମିଶ୍ର (Meghna Mishra) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ମାନ ଙ୍କୁ ନିଶ୍ଚୟ ଜାଣିଥିବେ , ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ଅଭିନୟ ବର୍ତ୍ତମାନ ସମୟ ରେ ନ ଦେଖିବାକୁ ମିଳୁ ନଥିଲେ ମଧ୍ୟ ସେ ସେହିଭଳି ଭାବେ ଲୋକ ପ୍ରିୟ ହୋଇରହିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ବେସ ପସନ୍ଦ କରୁଛନ୍ତି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମେଘ୍ନା ମିଶ୍ର , ତାହେଲେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ , ତେବେ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣି ନଥିବେ କି ଶୁଣି ନଥିବେ , ତାହେଲେ ଆସନ୍ତୁ ଜାଣିବା ,


ତେବେ ବନ୍ଧୁଗଣ ମେଘ୍ନା ଙ୍କ ପ୍ରକୃତ ନାମ ହେଉଛି ମେଘ୍ନା ମିଶ୍ର , ଏହି ଅଭିନେତ୍ରୀ ଜଣକ ନିଜ ଜନ୍ମ ସେପ୍ଟେମ୍ବର 12 ତାରିଖ ରେ ପାଳନ କରୁଛନ୍ତି ଓ ତାଙ୍କ ଘର କହିଲେ ସେ କଟକ ରେ ରହୁଛନ୍ତି । ବନ୍ଧୁଗଣ ସବୁଠୁ ବଡ କଥା ହେଲା ମେଘ୍ନା ଆଜି କୁ ପ୍ରାୟ 20 ବର୍ଷ ପରେ ବିବାହ କରିଥିଲେ । ସେ ଆଲବମ ହିରୋ ବା ଆଲିଉଡ ଅଭିନେତା ଚନ୍ଦନ ମହାନ୍ତି ଙ୍କୁ ବିବାହ କରିଥିଲେ । ଏହି ଦୁଇ ପରସ୍ପର କୁ ଭଲ ପାଇ ବିବାହ କରିଛନ୍ତି ।


ତେବେ ମେଘ୍ନା ଝିଅ ଙ୍କ ନାମ ହେଉଛି ଅଚେଲ୍ଲେ ନିଧି ମହାନ୍ତି , ସେ ଇଣ୍ଡିଆ ବୁକସ ଓଫ ରେକର୍ଡସ ହାସଲ କରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ମେଘ୍ନା ଙ୍କୁ ବହୁସାରା ଚଳଚିତ୍ର , ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ , ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି କିନ୍ତୁ ବଡ ଦୁଃ-ଖ ର କଥା ଯେ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *