ମମିତା ମୃ-ତ୍ୟୁ ଘଟଣାରେ ସାମ୍ନା କୁ ଆସିଲା ଆଉ ଏକ ସତ, ଗୋବିନ୍ଦ ଫେରାର ହେବା ପାଇଁ ଖୋଲା ଥିଲା କି ବାଟ ! – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମମିତା ମେହେର ଙ୍କ ହ-ତ୍ୟ ମାମଲା ରେ ବହୁତ ତଥ୍ୟ ମିଳିଥିଲେ ମଧ୍ୟ ଏହି ସମସ୍ତ ତଥ୍ୟ ର ତଦନ୍ତ କରୁନାହିଁ ପୋଲିସ କିନ୍ତୁ ଗୋଟିଏ ପରେ ଗୋଟିଏ ପରେ ଆଉ ଗୋଟିଏ ତଦନ୍ତ ସାମ୍ନା କୁ ଆସୁଛି ,ବର୍ତ୍ତମାନ ସମୟ ରେ ଆଉ ଏକ ବଡ ଖବର ପହଞ୍ଚିଛି ଗୋବିନ୍ଦ ଙ୍କୁ ନେଇ , ଗୋବିନ୍ଦ ଫେ-ରା-ର ହୋଇଥିବା 2 ଫୁଟ ରାସ୍ତା ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ।

ବର୍ତ୍ତମାନ ସମୟ ରେ ଗୋବିନ୍ଦ ଫେ-ରା-ର ହୋଇଥିବା 2 ଫୁଟ ର ରାସ୍ତା ବେସ ଚର୍ଚ୍ଚା ରେ ଅଛି , ପୋଲିସ ର ତଥ୍ୟ ଅନୁଯାୟୀ ସନ୍ଧ୍ୟା ସମୟ ରେ ଫେ-ରା-ର ହୋଇଯାଇଥିଲା ଓ ଏହି ସମୟ ରେ ଲାଇନ ବି ମଧ୍ୟ ନଥିଲା । ତାହେଲେ ବର୍ତ୍ତମାନ ସମୟ ରେ ସେହି ଫେ-ରା-ର ହେବା କୁ ନେଇ ମନ ରେ ଅନେକ ପ୍ରଶ୍ନ ଉଠୁଛି , ଏହି ଫେ-ରା-ର ହେବା ପଛ ରେ କିଏ ତାଙ୍କୁ ସୁଯୋଗ ଦେଇଥିଲା କିଏ ।

ତାହେଲେ ପୋଲିସ ବାରାକର ଚାରିପଟେ 15 ଫୁଟ କାନ୍ଥ ବାଡ ଥିବା ସମୟ ରେ ତା ଉପରେ କଣ୍ଟା ର ବାଡ ରହିଛି ଓ ସେହି ମଧ୍ୟ ରେ ଦୁଇ ଫୁଟ ରାସ୍ତା ଛଡା ଯାଇଛି , ତେବେ କାହିଁକି ଏହି 2 ଫୁଟ ର ରାସ୍ତା ଛଡା ଯାଇଛି କଣ ଗୋବିନ୍ଦ ଙ୍କୁ ଖସେଇ ଦେବା ପାଇଁ ଏହି ରାସ୍ତା ରେ 2 ଫୁଟ ଛଡା ଯାଇଛି କି , ହଁ ବନ୍ଧୁ ଏହି 2 ଫୁଟ ରାସ୍ତା କୁ ନେଇ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି , ହଁ ବନ୍ଧୁ ଏହି 2 ଫୁଟ ରାସ୍ତା କଣ ପାଇଁ ଛଡା ହୋଇଛି ଓ ଏହା ଛାଡିବା ର ଉଦ୍ଦେଶ୍ୟ କଣ , ଏହି ଭଳି ଅନେକ ପ୍ରଶ୍ନ ଆସୁଛି ମନ ଭିତର କୁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *