Harbhajan Singh ଙ୍କ ମୁହଁତୋଡ ଜବାବ ରେ ଏକାଥରକେ ପାକ କ୍ରିକେଟର Mohammad Amir ଙ୍କ ମୁହଁ ଚୁପ – ଭିଡିଓ ଦେଖନ୍ତୁ

ଖେଳ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ସରିଯାଇଛି ଭାରତ ଓ ପାକିସ୍ତାନ ମ୍ଯାଚ କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଖେଳ କୁ ନେଇ ପାକିସ୍ତାନ ପୂର୍ବ ଖେଲାରି କିଛି ଟ୍ବିଟ କରିଛନ୍ତି ଓ ଏହି ଟ୍ବିଟ ର ପ୍ରତିକ୍ରିୟା ଆମ ଭାରତ ପୂର୍ବତନ କ୍ରିକେଟର ଖେଲାରି ହରଭଜନ ସିଂହ ଏମିତି କିଛି ନିଜ ମନ୍ତବ୍ୟ ରଖିଛନ୍ତି ଯେ ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ।

ଆପଣ ମାନେ ଜାଣିଥିବେ ଭାରତ ଓ ପାକିସ୍ତାନ ର ଟି20 ୱାର୍ଲ୍ଡ କପ ମ୍ୟାଚ ସେସ ହେବା ର 4 ଦିନ ହୋଇଯାଇଥିଲେ ମଧ୍ୟ ଖେଳ କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆ ରେ ଲ-ଢେ-ଇ ଚାଲିଛି । ହଁ ବନ୍ଧୁ କେତେବେଳେ ଉଭୟ ଦେଶ ର ପ୍ରଶଂସକ ମାନେ ସାମ୍ନାସମନି ହେଉଛନ୍ତି ତ କେତେବେଳେ ଉଭୟ ଦେଶ ର ପୂର୍ବତ୍ତନ ଖେଳାଳୀ ମାନେ ଏହି ଲଢେଇ ହେଉଥିବାର ଦେଖିବାକୁ ମିଳିଛି । ପାକିସ୍ତାନ ର ପୂର୍ବତ୍ତନ ଦ୍ରୁତଗାମୀ ବୋଲର ମହମ୍ମଦ ଆମିର ହରଭଜନ ଙ୍କୁ ଟ୍ୟାଗ କରି ଟ୍ବିଟ କରିବା ଆରମ୍ଭ କରି ଦେଇଥିଲେ ।


ସେ ଲେଖିଥିଲେ ମୁଁ ଏହା ପଚାରିବାକୁ ଚାହୁଁଛି ଯେ ହରଭଜନ ପାଜୀ ତାଙ୍କ ଟିଭି ଭାଙ୍ଗିଛନ୍ତି କି ନହିଁ କିଛି ନହିଁ ପରିଶେଷ ରେ ଏହା ହେଉଛି କ୍ରିକେଟ ଦଳ । ତେବେ ଏହା ଟ୍ବିଟ କରିବା ପରେ ହରଭଜନ ପ୍ରତିକ୍ରିୟା ଦେଇ ଟ୍ବିଟ କରି ଏକ ଭିଡିଓ ସହିତ ଲେଖିଥିଲେ ଯେ ଏବେ ତୁମେ ବି କହିଲଣି ଆମିର ଏହି 6 ର ଲ୍ୟାଣ୍ଡିଂ ତୁମ ଘର ଟିଭି ରେ ହୋଇନି ତ କିଛି ନହିଁ ଆପଣ କହିଲା ଭଳି ଇଏ ପି ହେଉଛି ଏକ ଖେଳ । ତେବେ ବନ୍ଧୁଗଣ ହରଭଜନ ଯେଉଁ ଭିଡିଓ ଟି ପୋଷ୍ଟ କରିଛନ୍ତି ଏହି ଭିଡିଓ ରେ ସେସ ଓଭର ରେ ଆମିର ଙ୍କ ବଲ ଛକା ମାରି ଭାରତ କୁ ବଡ ବିଜୟ ଦେଇଥିଲେ ଓ ଏହି ଭିଡିଓ ପୋଷ୍ଟ କରି ଆମରି ଙ୍କୁ ପୁରୁଣା କଥା ମ ମନେ ପକାଇ ଦେଇଥିଲେ ହରଭଜନ ।

ଏହାପରେ ଆମିର ଏକ ପୁରୁଣା ଭିଡିଓ ପୋଷ୍ଟ କରିଥିଲେ ଭାରତ ଓ ପାକିସ୍ତାନ ର , ତେବେ ଏହି ଭିଡିଓ ଟି ପୋଷ୍ଟ କରି କହିଛନ୍ତି ଯେ ମୁଁ ବ୍ୟସ୍ତ ଥିଲି କାରଣ ମୁଁ ତୁମ ବୋଲିଂ ଦେଖୁଥିଲି ଏହି ମ୍ୟାଚ ରେ ଲାଲା ଲଗାତାର 4 ଟି ବଲ ରେ 4 ଟି ଛକା ମାରିଥିଲେ ଯାହାକି ଟେଷ୍ଟ ମ୍ୟାଚ ରୁ ଟିକେ ଅଧିକ ହୋଇଗଲା । ହରଭଜନ ପ୍ରତିକ୍ରିୟା ରଖିଥିଲେ ଯେ ଲର୍ଡ ରେ ନୋ ବଲ କେମିତି ହୋଇଗଲା , ଏଥିପାଇଁ କିଏ କେତେ ଦେଇଥିଲା ଟେଷ୍ଟ କ୍ରିକେଟ ରେ କିଭଳି ବା ନୋ ବଲ ହୋଇପାରିବ । କ୍ରିକେଟ ଏକ ଖେଳ କୁ ବ-ଦ-ନା-ମ କରୁଛ ତମକୁ ଲା-ଜ ଲାଗିବ କଥା , ତେବେ ଏହାର ଉତ୍ତର ଆମିର କହିଥିଲେ ଯେ ଚାଲିଯାଅ ଲାଲା ଆସୁଛି ।

ଆମିର ଙ୍କ ଏହି ଭଳି ଟ୍ବିଟ ହରଭଜନ ସହ୍ୟ କରି ପାରି ନଥିଲେ ଦୁଇ ଟି ପୁରୁଣା ଭିଡିଓ ପୋଷ୍ଟ କରି ଏମିତି ଜବାବ ଦେଇଥିଲେ ଯେ ଟ୍ବିଟ ବାହାର କୁ ପଳାଇ ଯାଇଥିଲେ ଆମିର ଓ ହରଭଜନ କହିଥିଲେ ଯେ ତୁମ ପାଇଁ ପଇସା ବଡ ନା ଇ-ଜ୍ଜ-ତ ନା ଆଉ କିଛି କେଟେଟଙ୍କା ମିଳିଥିଲା ନିଜ ଦେଶ ର ବାସୀ ଙ୍କୁ ଓ ପ୍ରଶଂସକ ମାନ ଙ୍କୁ କୁହନ୍ତୁ ଚାଲିଯାଅ ତୁମ ଭଳି ଲୋକ ସହିତ କଥା ହେବା ପାଇଁ ଘୃଣା ଲାଗୁଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *