ମମିତାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ମା-ଓ-ବା-ଦୀ; ପୋଷ୍ଟର ମାରି ମମିତାଙ୍କ ପାଇଁ ନ୍ୟାୟ ଦାବି କଲେ ମା-ଓ-ବା-ଦୀ ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ମମିତା ମେହେର ଙ୍କୁ ନ୍ୟାୟ ଦେବା ପାଇଁ ବର୍ତ୍ତମାନ ସମୟ ରେ ମା-ଓ-ବା-ଦୀ ମାନେ ଅଣ୍ଟା ଭିଡିଛନ୍ତି । ମା-ଓ-ବା-ଦୀ ମାନେ ମମିତା ଙ୍କୁ ନ୍ୟାୟ ମିଳୁ ବୋଲି ଏକ ମା-ଓ ପୋଷ୍ଟର ରେ ଲେଖିଛନ୍ତି , ମମିତା ମେହେର ଙ୍କ ହ-ତ୍ୟ କରିଥିବା ସମସ୍ତ ଦୋ-ଷୀ ମାନ ଙ୍କୁ ଦ-ଣ୍ଡ ଦିଅ ନହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ ।

ବର୍ତ୍ତମାନ ସମୟ ରେ ମମିତା ମେହେର ଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଆଗେଇ ଆସିଛନ୍ତି ଓ ଏହାରି ଭିତରେ ମା-ଓ-ବା-ଦୀ ମାନ ଙ୍କ ର ପୋଷ୍ଟର ସମସ୍ତେ ଦେଖିବା ପରେ ସୋସିଆଲ ମିଡିଆ ରେ ମା-ଓ ପୋଷ୍ଟର କୁ ପୋଷ୍ଟ କରିବା ପରେ ବହୁ ଲୋକ ମା-ଓ-ବା-ଦୀ ଙ୍କ ର ଏହି କଥା ବହୁ ପରିମାଣ ରେ ସମର୍ଥନ କରୁଛନ୍ତି ।

ମୁନିଗଡା ବ୍ଲକ କୁମାଦିବାଲି ବ୍ରିଜ ନିକଟସ୍ଥ ଏକ ଆମ୍ବ ଗଛ ରେ ମା-ଓ-ବା-ଦୀ ମାନ ଙ୍କ ପୋଷ୍ଟର ଦେଖିବାକୁ ମିଳିଛି , ବର୍ତ୍ତମାନ ସମୟ ରେ ସାରା ଓଡିଶା ଏହା କୁ ନେଇ ପ୍ର-ତି-ବା-ଦ କରିଥିବା ସମୟ ରେ ମା-ଓ-ବା-ଦୀ ମାନେ ମଧ୍ୟ ମମିତା ଙ୍କୁ ନ୍ୟାୟ ମିଳୁ ନହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ମା-ଓ-ବା-ଦୀ ମାନେ ଏହି ପୋଷ୍ଟର ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ମ-ହି-ଳା ମାନ ଙ୍କୁ ସୁରକ୍ଷା ଦେବା ରେ ବି-ଫ-ଳ ହୋଇଛନ୍ତି ସେଥିପାଇଁ ଇସ୍ତଫା ଦିଅନ୍ତୁ ।


ତାହେଲେ ବର୍ତ୍ତମାନ ସମୟ ରେ ମମିତା ମେହେର ଙ୍କ ହ-ତ୍ୟ ମାମଲା ରାଜ୍ୟ ରେ ବେସ ଚର୍ଚା ରେ ଥିବା ସମୟ ରେ ରାଜ୍ୟ ରେ ନା-ରୀ ମାନ ଙ୍କୁ ଅତି ନି-ର୍ମ-ମ ଭାବେ ହ-ତ୍ୟ କରା ଯାଉଛି କିନ୍ତୁ ଦୋ-ଷୀ ମାନ ଙ୍କୁ ଦ-ଣ୍ଡ ଦିଆ ଯାଉ ନହିଁ କି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନହିଁ ଓ ଯାହା ଫଳ ରେ ନା-ରୀ ନିଜ କୁ ଅ-ସୁ-ର-କ୍ଷି-ତ ମନେ ବୋଲି ଭାବୁଛି ।

ତେବେ ବନ୍ଧୁଗଣ ସେହିସ୍ଥାନ ରେ ମା-ଓ-ବା-ଦୀ ଙ୍କ 5 ଟି ପୋଷ୍ଟର ମରା ଯାଇଛି ଓ ମମିତା କୁ ନ୍ୟାୟ ଦେବା ସହ ତାର ପରିବାର 50 ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ ଯାଉ ,  ଏହି ଭଳି କିଛି ଲେଖା ହୋଇଛି ଯାହା ମା-ଓ-ବା-ଦୀ ମନେ ଲେଖିଛନ୍ତି ॥

Leave a Reply

Your email address will not be published. Required fields are marked *