E-Shram କାର୍ଡ କୁ ନେଇ ଆସିଲା ବଡ ଖବର, ଏହି ଦିନ ମିଳିବ ଟଙ୍କା, ଦେଖନ୍ତୁ କେଉଁ ମାନେ ଆଗ ପାଇବେ ଓ କେବେ ମିଳିବ

ବିଶେଷ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇ-ଶ୍ରମ କାର୍ଡ କୁ ନେଇ ଆସିଲା ବଡ ଗୁରୁତ୍ଵ ପୂର୍ଣ୍ଣ ଖବର । ହଁ ବନ୍ଧୁ ଯେଉଁ ମାନେ ଇ-ଶ୍ରମ କାର୍ଡ ତିଆରି କରିଛନ୍ତି ସେମାନେ ନିଶ୍ଚୟ ଜାଣନ୍ତୁ ଏହି ବଡ ଖବର । ତାହେଲେ ଇ-ଶ୍ରମ କାର୍ଡ କୁ ନେଇ ଖୁସି ଖବର ଯେ କାର୍ଡ କୁ ସରକାର ତାରିଖ ନିଷ୍ପତ୍ତି କରିଛନ୍ତି , ତାହେଲେ ଆପଣ ମାନ ଙ୍କୁ କେବେ ଟଙ୍କା ମିଳିବ ଓ କେତେ ଟଙ୍କା ମିଳିବ ଆସନ୍ତୁ ଜାଣିବା ,


ତାହେଲେ ବନ୍ଧୁଗଣ ସରକାର ବର୍ତ୍ତମାନ ସମୟ ରେ ଯେଉଁମାନେ ଇ-ଶ୍ରମ ରେ ପଞ୍ଜୀକରଣ କରିଛନ୍ତି ସେମାନ ଙ୍କୁ ଏହି ତାରିଖ ଭିତରେ 5 ହଜାର ଟଙ୍କା ମିଳିବ । ତାହେଲେ ପ୍ରଥମ କିସ୍ତି କେଉଁ ମାନ ଙ୍କୁ ମିଳିବ ଓ କେବେ ମିଳିବ ସେ ନେଇ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ , ତେବେ ବର୍ତ୍ତମାନ ସମୟ ରେ ଇ-ଶ୍ରମ ରେ ପ୍ରଥମ କିସ୍ତି 5 ହଜାର ଟଙ୍କା । ତେବେ ଯେଉଁ ମାନେ କେବଳ ପଞ୍ଜୀକରଣ କରିଥିବେ ସେମାନ ଙ୍କୁ ମିଳିବ ଟଙ୍କା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଯଦି ବର୍ତ୍ତମାନ ସମୟ ରେ ମଧ୍ୟ ଇ-ଶ୍ରମ ପଞ୍ଜୀକରଣ କରି ନାହାଁନ୍ତି ତାହେଲେ କରି ନିଅନ୍ତୁ କାରଣ ସରକାର କେବଳ ଇ-ଶ୍ରମ ର ଅବଧି ଡିସେମ୍ବର ମାସ ପର୍ଯ୍ୟନ୍ତ ହେବ । ତାହେଲେ ଜାନୁୟାରୀ ମାସ ରେ ଇ-ଶ୍ରମ କାର୍ଡ ହିତାଧିକାରୀ ମାନ ଙ୍କୁ ସୁବିଧା ମିଳିବ , ଯେଉଁମାନେ ଏହି ଇ-ଶ୍ରମ କାର୍ଡ ରେ ପଞ୍ଜୀକରଣ କରିଛନ୍ତି ଅସଂଗଠିତ ଶ୍ରମିକ ମାନ ଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ ସହିତ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଂଶିକ ଜୀବନ ବୀମା ରାସୀ ମିଳିବ ଓ ସେମାନ ଙ୍କ ପିଲା ଙ୍କୁ ସମସ୍ତ ଶିକ୍ଷା ଯୋଗାଇ ଦିଆଯିବ ॥

 

Leave a Reply

Your email address will not be published. Required fields are marked *