ଓଡିଶାର ଚର୍ଚ୍ଚିତ ଯୋଡି Rupa Pintu Khusi ଏକ୍ସପ୍ରେସ ମାସ କେତେ ଟଙ୍କା ରୋଜଗାର କରନ୍ତି? ତାଙ୍କର ଏହି କାମ ତାଙ୍କୁ ରାତା ରାତି ଲୋକପ୍ରିୟ କରାଇ ଦେଲା

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ୟୁଟ୍ଯୂବ ରେ ବହୁତ ଲୋକ ପରିଚ୍ତ ବ୍ୟକ୍ତି ମାନେ ନିଜ ଜବରଦସ୍ତ କଳା କୁ ପ୍ରଦର୍ଶିତ କରାଇ ବେସ ଲୋକ ପରିଚିତ ହେବା ସହିତ ଭଲ ଇନିକମ ମଧ୍ୟ କରୁଛନ୍ତି , ତାହେଲେ ଆଜି ଆମେ ଜାଣିବା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଲୋକ ପ୍ରିୟ ୟୁଟ୍ଯୂବ ଚ୍ୟାନେଲ ରେ ଆପଣ ମାନେ ରୂପା ଓ ଖୁସି ଙ୍କ ଜବରଦସ୍ତ ଅଭିନୟ ଦେଖୁଥିବେ , ତାହେଲେ ଆଜି ଆମେ ଜାଣିବା ଏହି ଲୋକ ପ୍ରିୟ ୟୁଟ୍ଯୂବ ଚ୍ୟାନେଲ ମାସ କୁ କେତେ ଟଙ୍କା ଇନକମ କରୁଛନ୍ତି ଜାଣିବା ଭଳି ଅନେକ କିଛି ଜାଣିବା ।


ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଚ୍ୟାନେଲ ରେ ମାଧ୍ୟମ ରେ ବହୁ ଲୋକ ପ୍ରିୟ କଣ୍ଟେଣ୍ଟ ପୋସ୍ତ ଅପ୍ଲୋଡ କରିଥାନ୍ତି , ତେବେ ଆମ ଓଡିଶା ରେ ବେସ ଲୋକ ପ୍ରିୟ ହୋଇପାରିଛି ଓ ଯଦି ଆମ ଭାରତ ଦେଶ ର ସ୍ଥାନ କହିବା ସେମାନେ 10 ହଜାର 221 ସ୍ଥାନ ରେ ଅଛନ୍ତି । ତାହେଲେ ମାସ କୁ ୟୁଟ୍ଯୂବ ରେ ଆକାଉଣ୍ଟ ମାସ 4 ହଜାର 7ସହ ରୁ 75 ହଜାର ଆମେରିକୀୟ ଡଲାର ରେ ରହୁଛି ଓ ବାର୍ଷିକ ଇନିକମ 6 ହଜାର ରୁ ନେଇ 9 ହଜାର ପର୍ଯ୍ୟନ୍ତ ଆମେରିକୀୟ ଡଲାର ପାଉଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ 1 ଡଲାର ର ମୂଲ୍ୟ ଆମ ଭାରତ ର ମୁଦ୍ରା ତୁଳନା ରେ 71 ଟଙ୍କା , ତେବେ ତାଙ୍କ ୟୁଟ୍ଯୂବ ଚ୍ୟାନେଲ ରେ ଇନିକମ କଥା କହିଲେ 5 ହଜାର ଟଙ୍କା ରହୁଛି । ତେବେ ଯଦି ଆମେ ତାଙ୍କର ଦିନ କୁ ୟୁଟ୍ଯୂବ ଇନିକମ 200 ଡଲାର ନେବା ତାହେଲେ ତାହେଲେ ଭାରତୀୟ ମୁଦ୍ରା ରେ 12 ହଜାର ଟଙ୍କା ହେଉଛି ଓ ତାଙ୍କ ବାର୍ଷିକ 20 ଲକ୍ଷ ରୁ 35 ଲକ୍ଷ ଟଙ୍କା ହେଉଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *