ଫୁଣି ଏକ ବଡ ଖୁଲାସା ହେଲା ଗୋବିନ୍ଦ ବହୁ ଝି-ଅ ଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖି ସେମାନଙ୍କ ଗ-ର୍ଭ-ପା-ତ କରିବା ସହ ଯୁ-ବ-ତୀ ଙ୍କୁ ଦିଲ୍ଲୀ ନେଇ ଯାଉଥିଲା – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ମମିତା ମେହେର ଙ୍କ ହ-ତ୍ୟ ମାମଲା ରେ ଗି-ର-ଫ ହୋଇଥିବା ଗୋବିନ୍ଦ ବହୁ ବର୍ଷ ଧରି ରାଜ ଚଳେଇ ଆସିଥିଲା ମହାଲିଙ୍ଗ ଅଞ୍ଚଳ ରେ ,  ବର୍ତ୍ତମାନ ଯେମିତି ମମିତା କୁ ହ-ତ୍ୟ କରିଛି ଠିକ ସେହିଭଳି 20 ବର୍ଷ ତଳେ ମହାଲିଙ୍ଗ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ମୋତିଲାଲ ଙ୍କ ଝି-ଅ କୁ ଗୋବିନ୍ଦ ଟ୍ରାକ୍ଟର ଚଢାଇ ହ-ତ୍ୟ କରିଥିଲା , ତେବେ ଝିଅ କୁ ହ-ତ୍ୟ କରାଯାଇଥିବା ର ଅ-ଭି-ଯୋ-ଗ ଆଣି ସମସ୍ତ ଙ୍କୁ ଗୁ-ହା-ରି କରିଥିଲେ ମଧ୍ୟ କିଛି ବି ହୋଇ ପାରି ନଥିଲା ।


ସବୁଆଡେ ନିଜର ସେ-ଟିଂ କରି ଦେଇଥିଲା ଗୋବିନ୍ଦ , ସେହି ମାନେ ଗୋବିନ୍ଦ ଙ୍କୁ ବଞ୍ଚାଇ ଦେଇଥିଲେ , ତେବେ ବହୁ ଛା-ତ୍ରୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଦିଲ୍ଲୀ ନେଉଥିଲା ଗୋବିନ୍ଦ । ଦର୍ଶକ ବନ୍ଧୁ ଠିକାଦାର ଥିବା ସମୟ ରେ ଗୋବିନ୍ଦ ସେ-କ୍ସ ରା-କେ-ଟ ପ୍ର-ଲୋ-ଭ-ନ ଦେଖାଇ ନିଜ ଫା-ଶ ରେ ପକାଇଛି ଅନେକଲୋକ ମାନଙ୍କୁ ଓ ଏହା ସାଜିଛି ତାର, ହ-ତ୍ୟ ଅର୍ଥାତ ସେ-କ୍ସ ରା-କେ-ଟ ଫ-ସା-ଇ ଫଟୋ ଉତ୍ତୋଳନ କରି ନିଜ କଥା ମନାଇ ଥାଏ ଏହି ଲୋକ ମାନ ଙ୍କୁ ,  ଏଥିରେ ଅନେକ ନେତା ମନ୍ତ୍ରୀ ଓ ଠିକାଦାର ମାନେ ଅଛନ୍ତି । ଏହା ହିଁ ଥିଲା ଗୋବିନ୍ଦ ର ଥିଲା ମୂଳ ଅ-ସ୍ତ୍ର ।


ତେବେ ମହାଲିଙ୍ଗ ଅଞ୍ଚଳ ର ଝି-ଅ ମାନେ ସାଜୁଥିଲେ ଗୋବିନ୍ଦ ର ମୂଳ ଟା-ର୍ଗେ-ଟ ଓ ଯେଉଁ ମାନ ଙ୍କୁ ମାର୍କ ଅଧିକ ଦେବା ର କହି ପ୍ର-ଲୋ-ଭ-ନ କରାଇ ଏହି କାର୍ଯ୍ୟ ରେ ଲଗାଉଥିଲା । ସମସ୍ତ ଙ୍କ ପ୍ରମାଣ ନିଜ ମୋବାଇଲ ରେ ରାଖୀ ଥିବାରୁ ଛା-ତ୍ରୀ ମାନ ଙ୍କୁ ଭ-ୟ ଦେଖାଇ ଏହି କାର୍ଯ୍ୟ ମଧ୍ୟ କରୁଥିଲା ।

ତେବେ ଏହି ଭଳି ଅନେକ କିଛି କଥା କହିଛନ୍ତି ମୋତିଲାଲ , ଯିଏ କି ସେହି ଅଞ୍ଚଳ ର ଜଣେ ସଚ୍ଚୋଟ ଲୋକ । ତେବେ ଅନେକ ମାମଲା ସାମ୍ନା କୁ ଆସୁଥିଲେ ମଧ୍ୟ ତାହାର ତଦନ୍ତ ହେଉନି । ତେବେ ବର୍ତ୍ତମାନ ସମୟ ରେ କ୍ଲିନିକ ପ୍ରମାଣ ସବୁ ସତ କଥା କହିଦେବ ,  ଯେଉଁ ଯୁ-ବ-ତୀ ମାନ ଙ୍କୁ ଗ-ର୍ଭ-ପା-ତ କରାଇଥିଲା ଗୋବିନ୍ଦ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *